ଦେଶୀ ଲୁକ୍ରେ ନଜର ଆସିଲେ ମୌନି ରୟ : ଭାଇରାଲ ହେଉଛି ଫଟୋ…
ମୁମ୍ବାଇ ୨୪/୦୯ : ଛୋଟ ପରଦାରୁ ୱେବ୍ ସିରିଜ୍ ଏବଂ ବଲିଉଡ ପର୍ଯ୍ୟନ୍ତ ନିଜର ଦକ୍ଷ ଅଭିନୟ ଯୋଗୁଁ ମୌନି ରୟ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ତାଙ୍କର ବୋଲ୍ଡ ଫଟୋ ସେୟାର କରି ଅନେକ ସମୟରେ ପ୍ରଶଂସକଙ୍କ ମତୁଆଲା କରିଥାନ୍ତି । ମୋନି ରୟ ତାଙ୍କର ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହା ସହିତ, ଲୋକମାନେ ତାଙ୍କ ଷ୍ଟାଇଲି ଅନ୍ଦାଜ୍ ଯୋଗୁଁ ସଭିଏଁ ପାଗଳ । ମୌନି ରୟ […]