ଧର୍ମ

ବୁଧ ଦେବଙ୍କ କୃପାରୁ ୨୭ ସେପ୍ଟେମ୍ବର ଠାରୁ ଚମ୍‌କିବ ଏହି ରାଶିଙ୍କ ଭାଗ୍ୟ …

ନୂଆଦିଲ୍ଲୀ ୨୬/୦୯ ସେପ୍ଟେମ୍ବର ୨୨ ରେ, ବୁଧ ଗ୍ରହ ନିଜର ସ୍ବରାଶି କନ୍ୟାରୁ ବାହାରି ତୁଳାରେ ପ୍ରବେଶ କରିଛି । ସେପ୍ଟେମ୍ବର ୨୭ରେ, ବୁଧ ଗ୍ରହ ତୁଳା ରାଶିରେ ପ୍ରତ୍ୟାବର୍ତ୍ତନ ହେବ । ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବୁଧ ତୁଳା ରାଶିରେ ରହିବ । ଏହା ପରେ ବୁଧ କନ୍ୟା ରାଶିରେ ପ୍ରବେଶ କରିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଦେବ, ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଏବଂ ବନ୍ଧୁଙ୍କର କାରଣକାରୀ ଗ୍ରହ […]

କଳା ଓ ସଂସ୍କୃତି ଧର୍ମ

ଦୂର୍ବାଷ୍ଟମୀ: ଦୂବରେ ଶିବପୂଜା

ଦୂବ ଏକ ପବିତ୍ର ତୃଣ। ‘ଋଗ୍‌ବେଦ’ରେ ଏହାକୁ କୁହାଯାଇଛି ପୃଥିବୀର ଅନ୍ତର୍ବାସ। ଏହାର ସୃଷ୍ଟି ସଂପର୍କରେ ଆମ ପୁରାଣରେ ସୁନ୍ଦର ସୁନ୍ଦର କାହାଣୀ ଅଛି। ଗୋଟିଏ କାହାଣୀରେ କୁହାଯାଇଛି- ଦେବତା ଓ ଅସୁର ମିଶି ଯେତେବେଳେ ସମୁଦ୍ର ମନ୍ଥନ କଲେ- ସେତେବେଳେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରି ମନ୍ଦର ପର୍ବତକୁ ନିଜର ପିଠିରେ ଟେକି ଧରିଥିଲେ। କାରଣ, ମନ୍ଦର ପର୍ବତ ହୋଇଥିଲା ଏହି ମନ୍ଥନର ଖୁଆଦଣ୍ଡ। ବାସୁକୀ ସର୍ପ ହୋଇଥିଲେ ମନ୍ଥନ ରଜ୍ଜୁ। ସେତେବେଳେ, […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଡିଲ୍ ଭାବିଚିନ୍ତି କରନ୍ତୁ। ଶୁକ୍ର ଓ ଶନିବାର: ଦୁଃସାହସିକ ପଦକ୍ଷେପ ନେବାରେ ନିବୃତ୍ତ ରୁହନ୍ତୁ। ରବି ଓ ସୋମବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ରବି ଓ ସୋମବାର: ବ୍ୟବସାୟରେ ଧନଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: […]

ଦେଶ ବିଦେଶ ଧର୍ମ ରାଜ୍ୟ

ଚଳିତ ବର୍ଷ ବିନା ଭକ୍ତରେ ହେବ ଛତର ଯାତ୍ରା, ପ୍ରଶାସନିକ ବୈଠକରେ ନିଷ୍ପତ୍ତି

କଳାହାଣ୍ଡି ୨୫।୦୯: ବିନା ଭକ୍ତରେ ହେବ ଛତର ଯାତ୍ରା । ଆଗାମୀ ଦିନରେ ହେବାକୁ ଥିବା ଛତର ଯାତ୍ରାକୁ ବିନା ଭକ୍ତରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ବସିଥିବା ପ୍ରଶାସନିକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଆସନ୍ତା ୧୩ରେ ତାରିଖରେ କଳାହାଣ୍ଡିର ପ୍ରସିଦ୍ଧା ଛତର ଯାତ୍ରା ହେବାକୁ ଯାଉଛି । ତେଣୁ ଚଳିତ ବର୍ଷ ଛତର ଯାତ୍ରାକୁ ବିନା ଭକ୍ତରେ ସଂପନ୍ନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ବସିଥିବା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ

ନୂଆଦିଲ୍ଲୀ ୨୫।୦୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୯,୬୧୬ […]

ରାଶିଫଳ

ସେପ୍ଟେମ୍ବର ୨୫ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଜିର କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ । ଆଜିର କର୍ମକ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ । ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ । • ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ । • ରୋଗୀ- ଆଜିକିଛି ଦିନ ସତର୍କ ରୁହନ୍ତୁ । • ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ । • କର୍ମଜୀବି- ବଦଖର୍ଚ୍ଚୀ ହେବେ । • ବ୍ୟବସାୟୀ- ନୂଆ […]

ଦେଶ ବିଦେଶ ମନୋରଞ୍ଜନ

ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କ ଜାମିନରେ ଅସନ୍ତୁଷ୍ଟ ପ୍ରକାଶ କଲା NCB, କହିଲା-‘ସମାଜ ପାଇଁ ଏହା ବିପଦପୂର୍ଣ୍ଣ…’

ନୂଆଦିଲ୍ଲୀ ୨୫/୦୯: ଲାପ୍ଟର୍ କ୍ୱିନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା। ଗତ ବର୍ଷ ନଭେମ୍ବର ୨୧ ରେ, ଏନସିବି ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା। ଏହି ଚଢାଉ ପରେ ଡ୍ରଗ୍ସ ସେବନ ତଥା ବ୍ୟବହାର ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉଭୟଙ୍କୁ ଗିରଫ କରିଥିଲା। ଭାରତୀ ଏବଂ ହର୍ଷଙ୍କୁ କିଛି ଦିନ ପରେ କୋର୍ଟରୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଏହି ଜାମିନରେ […]

ଖେଳ ଦେଶ ବିଦେଶ ରାଜ୍ୟ

RCBକୁ ହରାଇ ଟପ୍‌ରେ CSK, ବାଙ୍ଗାଲୋରକୁ ୬ ଓ୍ୱିକେଟରେ ଚିତପଟାଙ୍ଗ କଲା ଚେନ୍ନାଇ

ନୂଆଦିଲ୍ଲୀ ୨୫/୦୯: ଚଳିତ ଆଇପିଏଲ ସଂସ୍କରଣରେ ଫର୍ମକୁ କମବ୍ୟାକ୍ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । RCBକୁ ହରାଇ ଚମତ୍କାର ବିଜୟ ହାସଲ କରିଛି CSK । ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ ଚେନ୍ନାଇ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ । ମ୍ୟାଚରେ ଚେନ୍ନାଇର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିବା ନଜର ଆସିଥିଲେ । ପ୍ରଥମେ ଟସ ଜିତି ପ୍ରଥମେ […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜି ପୁଣି ରାଜ୍ୟରୁ କରୋନାରେ ୭ ଜଣଙ୍କର ପ୍ରାଣହାନୀ

ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ […]

ମନୋରଞ୍ଜନ

ସାମନ୍ଥା ଓ ନାଗା ଚୈତନ୍ୟଙ୍କ ସମ୍ପର୍କରେ ଫାଟ : କାରଣକୁ ନେଇ ଏବେ ଖୁବ୍ ଚର୍ଚ୍ଚା…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଓ ସୁପରହିଟ୍‌ କପଲ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ସମ୍ପର୍କରେ ପୁଣି ଥରେ ଦେଖାଦେଇଛି ଫାଟ। ଏନେଇ କେହି ମୁହଁ ଖୋଲୁ ନ ଥିଲେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ୨୦୧୦ […]