ଦେଶ ବିଦେଶ ମନୋରଞ୍ଜନ

୫୬ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହରୁଖ ଖାନ

ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ସେ କରନ୍ତି ରାଜ୍ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ଏହି ଅନନ୍ୟ ଅଭିନେତା ଜଣକ ହେଉଛନ୍ତି ବଲିଉଡର ବାଦଶାହ ଶାହରୁଖ ଖାନ । ଆଜି ଶାହରୁଖଙ୍କ ଜନ୍ମ ଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ଏହି ଅନନ୍ୟ ଅଭିନେତା। ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ପ୍ରଶଂସକ ତାଲିକାରେ ସାମିଲ ଅଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

‘ସୂର୍ଯ୍ୟବଂଶୀ’ର ନୂଆ ଟ୍ରାକ୍ ‘ନା ଜା’ର ଟିଜର୍ ହେଲା ରିଲିଜ୍, ଏହିଦିନ ପରଦା ଉପରକୁ ଆସିବ ଅକ୍ଷୟ ଓ କଟ୍ରିନାଙ୍କ ଦମଦାର୍ ଗୀତ

ମୁମ୍ବାଇ: ବଲିଉଡ୍ ର ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ରିଲିଜ୍ ପାଇଁ ତୟାର୍ ଅଛି । ଷ୍ଟାର୍ କାଷ୍ଟ ମାନେ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ରହିଛନ୍ତି । ବର୍ତ୍ତମାନ ଅକ୍ଷୟ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ ଫିଲ୍ମର ନୂଆ ଟ୍ରାକ୍ ର ଟିଜର ରିଲିଜ୍ ହୋଇଯାଇଛି । ଏହା ସହିତ ଟ୍ରାକ୍ ଟି କେବେ ରିଲିଜ୍ ହେବ ତାର ତାରିଖ ମଧ୍ୟ ଘୋଷଣା ହୋଇଛି । ଏହି ଟିଜର୍ […]

ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ। ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ରାଜସ୍ଥାନର ରାଜଧାନୀ ଗୋଲାପି ସହର ଜୟପୁରକୁ ଯାତ୍ରା କରିପାରିବେ। ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ। ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା ସଫଳ ହୋଇପାରିଛି। ଆଜି ଭର୍ଚୁଆଲ ମାଧ୍ୟମରେ […]

ରାଜ୍ୟ ସ୍ୱାସ୍ଥ୍ୟ

ନିୟମ ମାନି କମ୍ ସମୟ ବାଣ ଫୁଟାଇବା, ପ୍ରଦୂଷଣ କମ୍ କରିବାକୁ ଚେତାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨।୧୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଗ୍ରୀନ୍ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ୍ ଆମର ମୂଳ ଲକ୍ଷ୍ୟ ହେବା ଦରକାର । ଯଦି କେହି ଅମାନିଆ ହୋଇ ଅନ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଆର୍ଯନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହାରଖ, ଦୀପାବଳୀ ପରେ ମନ୍ନତରୁ ଦୂରେଇ ରଖିବାର ପ୍ଲାନିଂ…

ମୁମ୍ବାଇ ୦୧।୧୧ : ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ। ବର୍ତ୍ତମାନ ପୁଅ ଘରକୁ ଫେରିବା ପରେ ଦୁହେଁ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଖବର ମିଳିଛି ଯେ ଶାହାରୁଖ […]

ରାଜ୍ୟ ସ୍ୱାସ୍ଥ୍ୟ

ମଙ୍ଗଳବାରଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ, ଟିକା ନେଇନଥିବା ଲୋକଙ୍କୁ କରାଯିବ ଚିହ୍ନଟ

ଭୁବନେଶ୍ବର ୧।୧୧: ରାଜ୍ୟରେ ମଙ୍ଗଳବାରଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ନର୍ସ, ଏସଏଚଜି ଗ୍ରୁପଙ୍କ ସହଯୋଗରେ ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ଡ୍ୟୁ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ […]

ରାଜ୍ୟ ରାଶିଫଳ

ରାଶିଫଳ(ସୋମବାର,୦୧ ନଭେମ୍ବର,୨୦୨୧)

ମେଷ – ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ, ଆତ୍ମବଳ ଅଧିକ ରହିବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ, କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ ॥ ବୃଷ – ମନ ଦୁର୍ବଳ ହୋଇ ସ୍ବାସ୍ଥ୍ୟ ବିଗିଡିବ, ସତର୍କ ରହିଥିବେ, ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ନିତ୍ୟ ବ୍ୟବହାର‌୍ୟ୍ୟ ଦ୍ରବ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଜୀବନ ସାଥୀ ପାଇଁ ବଡ ତ୍ୟାଗ : ସ୍ତ୍ରୀକୁ ପ୍ରେମିକ ସହ ବାହା କରାଇଲା ସ୍ୱାମୀ

କାନପୁର ୦୧/୧୧: ୧୯୯୯ ମସିହାରେ ରିଲିଜ୍‌ ହୋଇଥିବା ବ୍ଲକ୍‌ବ୍ଲଷ୍ଟର ବଲିଉଡ୍‌ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର କାହାଣୀ ଆପଣମାନଙ୍କର ମନେ ଥିବ । ସେଥିରେ ବନରାଜ ଭୂମିକାରେ ଅଭିନୟ କରୁଥିବା ଅଜୟ ଦେବଗନ୍‌ ତାଙ୍କ ପତ୍ନୀ ନନ୍ଦିନୀ(ଐଶ୍ୱର୍ଯ୍ୟା ରାୟ)ଙ୍କୁ ପ୍ରେମିକ ସମୀର(ସଲମାନ୍‌ ଖାନ୍‌)ଙ୍କ ସହ ମିଳାଇବା ଲାଗି ସବୁପ୍ରକାର ଉଦ୍ୟମ କରିଥିବା ବର୍ଣ୍ଣିତ ହୋଇଛି । ଉତ୍ତରପ୍ରଦେଶର କାନପୁରରେ ଏବେ ବାସ୍ତବରେ ସେପରି ଏକ ଘଟଣା ଘଟିଛି । କେବଳ ଏକ ବ୍ୟତିକ୍ରମ ରହିଛି […]

ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରୁ ଘରକୁ ଫେରିଲେ ରଜନୀକାନ୍ତ, ଫଟୋ ସେୟାର୍ କରି ସୁପରଷ୍ଟାର୍ ଦେଲେ ସୂଚନା

ନୂଆଦିଲ୍ଲୀ: ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର । ରଜନୀକାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଏକ ଫଟୋ ସେୟାର୍ କରି ସୂଚନା ଦେଇଛନ୍ତି ରଜନୀକାନ୍ତ । ରଜନୀକାନ୍ତ ନିଜ ଘରକୁ ଯାଉଥିବା ବେଳର ଏକ ଫଟୋ ସେହାର୍ କରିଛନ୍ତି । ଏହି ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଲେଖିଛନ୍ତି, “ଘରକୁ ଫେରିଆସିଛି” । ସୂଚନାଯୋଗ୍ୟ, ରଜନୀକାନ୍ତ ଅକ୍ଟୋବର ୨୮ ତାରିଖରେ ଚେନ୍ନାଇର କାବେରୀ ହସ୍ପିଟାଲରେ […]

ପର୍ଯ୍ୟଟନ ରାଜ୍ୟ

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନର ସବୁଠାରୁ ବଡ଼ ଆକର୍ଷଣ ବେଳାଭୁମି ମହୋତ୍ସବ ‘ଇକୋ-ରିଟ୍ରିଟ୍’ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ ଇକୋ-ରିଟ୍ରିଟ୍ । ଗତ ୨ ବଷ ମଧ୍ୟରେ ଇକୋ-ରିଟ୍ରିଟର ସଫଳତାକୁ ଦେଖି ଚଳିତ ବର୍ଷ ଏହାକୁ ଅଧିକ ସଂପ୍ରସାରିତ କରିବାକୁ ଯୋଜନା କରାଯାଇଛି । ଗତବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦ ଆଦି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରାଯାଇଥିବା ବେଳେ ଚଳିତବର୍ଷ […]