କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ: ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କଲା ଡିସିଡବ୍ଲ୍ୟୁ କ୍ଷମା କରିଦେବାକୁ କୋହଲିଙ୍କୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ
ନୂଆଦିଲ୍ଲୀ: ଅନଲାଇନ୍ ଟ୍ରୋଲ୍କୁ ନେଇ ସାଥୀ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅ ବାମିକାକୁ କିଛି ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଦୁଷ୍କର୍ମ ଧମକ ଦେଇଥିଲେ। ଏହି ମାମଲାରେ ଦିଲ୍ଲୀ ପୁଲିସକୁ ଦିଲ୍ଲୀ ମହିଳା କମିସନ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ବାତୀ ମାଲିୱାଲ ନୋଟିସ୍ ଜାରି କରିଛନ୍ତି। ଏହାକୁ ଏକ ଜଘନ୍ୟ ଘଟଣା ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିରାଟ କୋହଲିଙ୍କ ୯ […]