ଟି-୨୦ ବିଶ୍ୱକପ୍ ଫାଇନାଲ୍ ଉପଭୋଗ କରିବେ ୨୫ ହଜାର ଦର୍ଶକ, ସମସ୍ତ ଟିକେଟ୍ ବିକ୍ରି ଶେଷ
ଦୁବାଇ: ଆସନ୍ତା ୧୪ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚକୁ ଉପଭୋଗ କରିବେ ୨୫ ହଜାର ଦର୍ଶକ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଦର୍ଶକ କ୍ଷମତା ୨୫ ହଜାର ହୋଇଥିବା ବେଳେ ସମସ୍ତ ଟିକେଟ ବିକ୍ରି ସରିଛି । କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଓ ଏମିରେଟ୍ସ କ୍ରିକେଟ ବୋର୍ଡର ଅନୁରୋଧ କ୍ରମେ ସ୍ଥାନୀୟ କର୍ତ୍ତୁ କ୍ଷ ଫାଇନାଲ ମ୍ୟାଚ ପାଇଁ ୧୦୦ ପ୍ରତିଶତ […]