ଭୁଲ ସ୍ପେଲିଂ ଲେଖିଦେଲେ ବିଗ୍ ବି, ଫ୍ୟାନ୍ସ କହିବାରୁ ଏଭଳି ପ୍ରତିକ୍ରିୟା ଦେଲେ
ନୂଆଦିଲ୍ଲୀ ୦୯/୧୧: ଅମିତାଭ ବଚ୍ଚନ ଏପରି ଜଣେ ନାୟକ ଯିଏକି ପ୍ରଶଂସକଙ୍କ ସହ ସର୍ବଦା ଜଡିତ ହୋଇ ରୁହନ୍ତି। ପ୍ରତିଦିନ ସେ ନିଜର ଭାବନାକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରନ୍ତି। ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କିଛି ଭୁଲ କରିଦେଇଛନ୍ତି, ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ତାଙ୍କୁ ଭୁଲ ବିଷୟରେ କହିଛନ୍ତି ଏବଂ ବିଗ୍ ବି ମଧ୍ୟ ଏହି ପ୍ରଶଂସକଙ୍କ ପୋଷ୍ଟକୁ ବହୁତ ଭଲ ପ୍ରତିକ୍ରିୟା ଦେଇଛନ୍ତି। ସୂଚନା ଅନୁଯାୟୀ, ବିଗ୍ […]