ଆଜି କୋଣାର୍କ ଉତ୍ସବ: ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ବାଲୁକା କଳା
କୋଣାର୍କ : ଆଜିଠୁ ଆରମ୍ଭ ୩୨ତମ କୋଣାର୍କ ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଦେଖିବାକୁ ମିଳିବ । ଚଳିତ ବର୍ଷ କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ପାଳନ କରାଯିବ। ଏଥିପାଇଁ ବାଳୁକା କଳା ପ୍ରବେଶ ପଥରେ ଓ ମୁକ୍ତାକାଶ ରଂଗମଂଚ ମୁଖ୍ୟ ଦ୍ୱାରରେ […]