ମନୋରଞ୍ଜନ ରାଜ୍ୟ

ବାଜିବ ଗୁନ୍‌ଗୁନ୍‌ଙ୍କ ସାହାନାଇ, ପଡିବ ହାତଗଣ୍ଠି ; ଅଭିସ୍ମିତଙ୍କୁ କରିବେ ଜୀବନସାଥୀ

ଭୁବନେଶ୍ୱର ୩୦।୧୧: ସବୁ ପ୍ରତୀକ୍ଷା ଏବଂ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ସବୁ ବେଳେ ଦର୍ଶକଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଥିଲା, ତା’ର ପରିସମାପ୍ତି ଘଟିଛି । ହାତରୁ ଦି’ହାତ ହେବା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ ଅଭିନେତ୍ରୀ, ପ୍ରଯୋଜିକା ତଥା ସୁନ୍ଦରୀ ସଂଯୋଜିକା ଗୁନ୍‌ଗୁନ୍‌ । ମଙ୍ଗଳବାର ତାଙ୍କର ହାତଗଣ୍ଠି ପଡ଼ୁଛି । ଏନେଇ ସେ ସୋସିଆଲ୍‌ ମିଡିଆରେ ନିଜ ଜୀବନ ସାଥୀଙ୍କ ସହ ଫଟୋ ଶେୟାର କରି ସୂଚନା […]

ରାଜ୍ୟ ସ୍ୱାସ୍ଥ୍ୟ

ଭୀମସାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ, ୭୪ରେ ପହଞ୍ଚିଲା ମୋଟ ସଂଖ୍ୟା

ସମ୍ବଲପୁର ୩୦।୧୧: ଭୀମ୍‌ସାରେ କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ପୁଣି ୧୦ କରୋନା ଆକ୍ରାନ୍ତ । ଯାହାକୁ ମିଶିଇ ୭୪ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା । ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦ ରୁ ଅଧିକ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କର କରୋନା ଟେଷ୍ଟ କରାଯାଇଥିଲା । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍‌ ଟେନସନ୍‌: ଏହି ସବୁ ଦେଶରେ ଚିହ୍ନଟ ହୋଇଛନ୍ତି ନୂଆ କରୋନା ଭାରିଏଣ୍ଟ ସଂକ୍ରମିତ

ନୂଆଦିଲ୍ଲୀ ୨୯/୧୧: ପୁଣି ଘାତକ ହେବାକୁ ଯାଉଛି କରୋନା । ଭୂତାଣୁର ନୂଆ ରୂପ ନେଇ ଚିନ୍ତା ବଢ଼ିଥିବା ବେଳେ ବିଭିନ୍ନ ଦେଶରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ନୂଆ କରୋନା ଭାରିଏଣ୍ଟ ‘ଓମିକ୍ରନ୍‌’ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏମିତି ଦେଶ ଯେଉଁଠି ଓମିକ୍ରନ୍‌ ମାମଲା ମିଳିସାରିଛି । ବୋଟସ୍‌ଓ୍ବାନା: ରବିବାର ବୋଟସ୍‌ଓ୍ବାନାରେ ୧୯ ଟି ନୂଆ ଓମିକ୍ରନ୍‌ କୋଭିଡ ମାମଲା ମିଳିଛି । ବିଦେଶରୁ ଏହି ଭାରିଏଣ୍ଟ ଆସିଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଏଡଓ୍ବିନ୍‌ ଡିକୋଲୋଟି […]

ଦେଶ ବିଦେଶ ମନୋରଞ୍ଜନ

‘ମୁଁ ମୂର୍ଖ ଥିଲି ତାଙ୍କୁ ଗ୍ରହଣ କରିନଥିଲି’, ବିବାହର ୨ ବର୍ଷ ପରେ ନିଜର ଦୁଃଖ ଜଣାଇଲେ ରାକ୍ଷୀଙ୍କ ସ୍ୱାମୀ

ମୁମ୍ବାଇ ୨୯/୧୧: ବଲିଉଡ ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଦୁନିଆ ସାମ୍ନାକୁ ଆସିଛନ୍ତି। ବିଗ୍ ବସ୍ ଘରେ ୱାଇଲ୍ଡ କାର୍ଡ ଏଣ୍ଟ୍ରିରେ ଆସିଥିବା ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ରିତେଶ ତାଙ୍କର ଝଲକ ଦେଖାଇଛନ୍ତି। ସେ ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ ତାଙ୍କ ଲଭ୍ ଷ୍ଟୋରୀକୁ ଦୁନିଆକୁ ଜଣାଇଛନ୍ତି। ଏଥି ସହିତ ୱିକେଣ୍ଡ ୱାର ଏପିସୋଡରେ ରିତେଶ ରାକ୍ଷୀଙ୍କୁ ବିବାହ କରିବା ପରେ ଦୁନିଆ ଆଗରେ ନ ଆସିବାର ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଏହି […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ-୨୦୨୧, ବ୍ରହ୍ମପୁରର ଅମ୍ବିକା ପ୍ରସାଦ ପୁରସ୍କୃତ

ବ୍ରହ୍ମପୁର ୨୯/୧୧ : ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ ଜାତୀୟ ପୁରସ୍କାର- ୨୦୨୧ରେ ପୁରସ୍କୃତ ହୋଇଛନ୍ତି ବ୍ରହ୍ମପୁରର ଅମ୍ବିକା ପ୍ରସାଦ ଦାସ । ଗତକାଲି ମୁମ୍ବାଇରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅମ୍ବିକା ପ୍ରସାଦଙ୍କୁ ସମ୍ମାନିତ କରାଯାଇଛି । ୨୦୧୯ରେ ସେ ଆରମ୍ବ କରିଥିବା ପ୍ରୋଜେକ୍ଟରେ ଅନେକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ମିଶନ ଲକ୍ଷ୍ୟ ପ୍ରୋଜେକ୍ଟ ମାଧ୍ୟମରେ ୨ ବର୍ଷ ମଧ୍ୟରେ ପ୍ରାୟ ୧୨୦୦ ଝିଅଙ୍କୁ ସେ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇଥିବା କହିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ

ନୂଆ ପ୍ରଜାତିର ସଂକ୍ରମଣ କ୍ଷମତା ସଂପର୍କରେ ଜଣାପଡ଼ିନାହିଁ, ପରୀକ୍ଷାନିରୀକ୍ଷା ଚାଲିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ନୂଆ ପ୍ରଜାତି ଉପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହୁଛି ନୂଆ ଭାରିୟଣ୍ଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି। ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ,ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ। ଏନେଇ ପରୀକ୍ଷାନିରୀକ୍ଷା ଚାଲିଛି। ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ୧୩ରୁ […]

ଦେଶ ବିଦେଶ ମନୋରଞ୍ଜନ

୧ ହଜାର ଏପିସୋଡ୍,୨୧ ବର୍ଷ… KBC ର ପୁରୁଣା ଦିନକୁ ମନେ ପକାଇ କାନ୍ଦି ପକାଇଲେ ବିଗ୍ ବି, କହିଲେ- ‘ପୁରା ଦୁନିଆ ବଦଳି ଯାଇଛି

ମୁମ୍ବାଇ ୨୯/୧୧: ‘କୌନ ବନେଗା କରୋଡପତି ୧୩’ ପ୍ରତ୍ୟେକ ସିଜିନ୍ ଭଳି ଏଥର ବି ହିଟ୍ ହୋଇଛି। ଗୋଟିଏ ସିଜିନକୁ ଛାଡି ବାକି ସବୁ ଅମିତାଭ ହୋଷ୍ଟ କରିଛନ୍ତି। ଏହି ଶୋ’ ୨୧ ବର୍ଷରୁ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ‘କେବିସି’ର ଏକ ହଜାର ଏପିସୋଡ୍ ପୁରଣ ହୋଇଯାଇଛି। ଏହି ଅବସରରେ ବିଗ୍ ବିଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୋ’ରେ ପହଞ୍ଚିଛନ୍ତି। ଉଭୟ ହଟ ସିଟରେ ବସି ପ୍ରଶ୍ନର ଉତ୍ତର […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ ୪ଟାରୁ ବନ୍ଦ ରହିବ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ନୂଆ ପଇତା ପରିଧାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ଏହି ନୀତିକାନ୍ତି ଆରମ୍ଭ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଦେଶ ବିଦେଶ ମନୋରଞ୍ଜନ

ଏହି ଦେଶରେ ରଖିପାରିବେନି ଗର୍ଲଫ୍ରେଣ୍ଡ, ସଂପର୍କ ରଖିଲେ ହୋଇପାରେ ଜେଲ୍!

ଦୁନିଆର ଅନେକ ଦେଶରେ ଅନେକ ବିଚିତ୍ର ଆଇନ ବ୍ୟବସ୍ଥା ରହିଛି । ଅନେକ ଦେଶର କାନୁନ ଅତି ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଅନେକ ଦେଶରେ ଗର୍ଲଫ୍ରେଣ୍ଡକୁ ନେଇ ଅନେକ ଅବ୍ଦୁଭ କାନୁନ ରହିଛି । ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଏମିତି କାନୁନ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ପାକିସ୍ତାନରେ କେହି ଯୁବକ ଗର୍ଲଫ୍ରେଣ୍ଡ ରଖିପାରିବେ ନାହିଁ । ଯଦି କେହି ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଧରାପଡ଼େ […]

କଳା ଓ ସଂସ୍କୃତି ଦେଶ ବିଦେଶ

ହିନ୍ଦୁଙ୍କ ବିନା ଭାରତ ନାହିଁ, ଭାରତ ବିନା ହିନ୍ଦୁ ନାହାନ୍ତି: ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ଗ୍ବାଲିଅର୍‌: ହିନ୍ଦୁଙ୍କ ବିନା ଭାରତ ନାହିଁ କି, ଭାରତ ବିନା ହିନ୍ଦୁ ନାହାନ୍ତି ବୋଲି ଶନିବାର ଦିନ ମଧ୍ୟପ୍ରଦେଶର ଗ୍ବାଲିଅର୍‌ରେ ଏକ କାର୍ଯ୍ୟକ୍ରମରେ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ସେ ଆହୁରି ଗୁରୁତ୍ବ ଦେଇ କହିଛନ୍ତି ଯେ, ଭାରତ ଓ ହିନ୍ଦୁ ଅବିଚ୍ଛେଦ୍ୟ ଅଟନ୍ତି। ଭାରତର ସ୍ବତନ୍ତ୍ର ମୂଲ୍ୟବୋଧ ଅଛି। ଏହା ହିଁ ହେଉଛି ହିନ୍ଦୁତ୍ବର ସାରାଂଶ। ଏହି କାରଣରୁ ଭାରତ ହିନ୍ଦୁମାନଙ୍କର ଦେଶ। ଦେଶ ବିଭାଜନ ପ୍ରସଙ୍ଗରେ କହିବାକୁ […]