ଜାଣନ୍ତୁ ଓମିକ୍ରନ କୋଭିଡ୍ ଭାରିଆଣ୍ଟ ବିଷୟରେ ଅନେକ ଜଣା ଓ ଅଜଣା ତଥ୍ୟ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଥମ କେସ୍ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ତେବେ ଏହି ଭୟଙ୍କର ଭାରିଆଣ୍ଟ ବର୍ତ୍ତମାନ ବିଶ୍ୱର ୨୦ଟି ଦେଶକୁ ବ୍ୟାପି ସାରିଲାଣି । ଗତ ଏକ ସପ୍ତାହ ପୂର୍ବରୁ ଏହାର ନାମକରଣ କରାଯାଇଥିବା ବେଳେ ଏହାର ପ୍ରଭାବ ବିଷୟରେ ଜାଣିବା ପାଇଁ ସମୟ ଲାଗିବ । ତେବେ ବିଶେଷଜ୍ଞମାନେ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଚାରିଆଡ଼େ ଏହାକୁ ନେଇ ଏକ […]