ନୂପୁରଙ୍କ ପ୍ରଥମ ଫିଲ୍ମ ‘ନୁରାନୀ ଚେହେରା’ର ସୁଟିଂ ଆରମ୍ଭ
ବଡ଼ ଭଉଣୀ ତଥା ଅଭିନେତ୍ରୀ କୃତି ସାନନଙ୍କ ପଦାଙ୍କ ଅନୁସରଣ କରି ନୂପୁର ସାନନ ବଲିଉଡ୍ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି। ସୋମବାର ସକାଳେ ‘ନୁରାନୀ ଚେହେରା’ ନାମକ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିବା ପରେ ନୂପୁରଙ୍କ ଖୁସି କହିଲେ ନ ସରେ। ନୂପୁର ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଭାଲେଣ୍ଟାଇନ୍ସ ଡେ’ ଭଳି ଦିନରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ବଲିଉଡ୍ର ଅନ୍ୟତମ ଦକ୍ଷତାସମ୍ପନ୍ନ ଅଭିନେତା ନଓ୍ୱାଜୁଦ୍ଦୀନ ସିଦ୍ଦୀକୀଙ୍କ ସହିତ ନୂପୁର […]