କଳା ଓ ସଂସ୍କୃତି ରାଜ୍ୟ

ମୁହଁ ଖୋଲିଲେ ଶ୍ରୀମନ୍ଦିର ଭଣ୍ଡାର ମେକାପ: ‘ରତ୍ନଭଣ୍ଡାର ଓ ରତ୍ନ ଅଳଙ୍କାର ଅସୁରକ୍ଷିତ’

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ। କେବଳ ରତ୍ନଭଣ୍ଡାର ନୁହେଁ, ରତ୍ନଭଣ୍ଡାର ଭିତରେ ରହୁଥିବା ମହାପ୍ରଭୁଙ୍କ ମହଣ ମହଣ ରତ୍ନ ଅଳଙ୍କାର ବି ଅସୁରକ୍ଷିତ। ରତ୍ନଭଣ୍ଡାରର ତୁରନ୍ତ ମରାମତି ଆବଶ୍ୟକ। ନ ହେଲେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ବିଭିନ୍ନ କେମିକାଲ୍‌ ପଡ଼ି ନଷ୍ଟ ହୋଇଯିବ। ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ରତ୍ନଭଣ୍ଡାର ସୁରକ୍ଷା ଦାୟିତ୍ବରେ ଥିବା ଶ୍ରୀମନ୍ଦିର ଭଣ୍ଡାର ମେକାପ ମଧୁସୂଦନ ମେକାପ। ‌ଶ୍ରୀ ମେକାପ ଅଭିଯୋଗ କରିଛନ୍ତି, ରତ୍ନଭଣ୍ଡାର ସମ୍ପର୍କରେ ଅନେକ ଥର ଶ୍ରୀମନ୍ଦିର ପ୍ରଶାସନକୁ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାଶିବରାତ୍ରୀ ପାଇଁ ବିଏମସିର ଗାଇଡଲାଇନ, ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ

ଭୁବନେଶ୍ୱର ୨୬।୦୨ : ମହାଶିବରାତ୍ରୀ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି । ଆସନ୍ତା ୧ ତାରିଖ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ । ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ନାହିଁ । ଏହାସହିତ କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା […]

ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହଙ୍କ ପାଇଁ ବଢିଲା ଅଡୁଆ, ତଦନ୍ତ ପାଇଁ ବିସିସିଆଇ ଗଠନ କଲା ତିନି ଜଣିଆ କମିଟି

ନୂଆଦିଲ୍ଲୀ ୨୬/୦୨: ଭାରତୀୟ ଓ୍ୱିକେଟକିପର୍ ବ୍ୟାଟର ଋଦ୍ଧିମାନ ଶାହଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ ତାଙ୍କୁ ଶ୍ରୀଲଙ୍କା ଟେଷ୍ଟରୁ ବାଦ୍ ଦିଆଯାଇଥିଲା । ପରେ ସେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ସହ ଗୋପନୀୟ କଥାକୁ ବାହାରେ ପ୍ରକାଶ କରି ବିବାଦକୁ ଟାଣି ହୋଇ ଆସିଥିଲେ । ଏହାସହ ଜଣେ ସାମ୍ବାଦିକ ତାଙ୍କୁ ସାକ୍ଷାତକାର ନଦେବାରୁ ଧମକ ଦେଇଥିଲେ । ଏନେଇ ମଧ୍ୟ ଶାହ ବିସିସିଆଇକୁ ଜଣାଇନଥିଲେ । ଏହି […]

ଖେଳ ଦେଶ ବିଦେଶ

ଶନିବାର ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ : ସିରିଜ୍ କବ୍‌ଜା ଲକ୍ଷ୍ୟରେ ରୋହିତ ସେନା

ଧର୍ମଶାଳା,୨୬/୦୨: ଶନିବାର ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬୨ରନ୍‌ରେ ଜିତିବା ପରେ ରୋହିତ ବାହିନୀ ଏବେ ସିରିଜ କବ୍‌ଜା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଦଳ ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆର ବିଜୟଧାରାରେ ବ୍ରେକ୍‌ ଲଗାଇବାକୁ ପ୍ରୟାସ କରିବ । ଭାରତୀୟ ଦଳ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍‌ରେ ଅପରାଜେୟ ରହିଛି […]

ଦେଶ ବିଦେଶ ମନୋରଞ୍ଜନ

ଅଡୁଆରେ ଟେନିସ୍‌ ଖେଳାଳୀ ଲିଆଣ୍ଡର ପେସ୍‌, ଘରୋଇ ହିଂସା ମାମଲାରେ ଗର୍ଲଫ୍ରେଣ୍ଡ ରିୟାଙ୍କୁ ଦେବେ କ୍ଷତିପୂରଣ…

ନୂଆଦିଲ୍ଲୀ ୨୬।୦୨: କିମ୍ବଦନ୍ତୀ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ବଢ଼ିଲା ଅଡ଼ୁଆ। ପେସ୍‌ଙ୍କ ବିରୋଧରେ ତାଙ୍କ ପାର୍ଟନର୍ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାର କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କୁ ଲାଗିଛି ବଡ଼ ଝଟକା। ତାଙ୍କ ପୂର୍ବତନ ପାର୍ଟନର୍ ରିୟା ପିଲ୍ଲାଇ କରିଥିବା ଘରୋଇ ହିଂସା ମାମଲାରେ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି । କହିଛନ୍ତି ପେସ୍ ନିଜର ପୂର୍ବତନ ପାର୍ଟନର୍ […]

ଖେଳ ଦେଶ ବିଦେଶ

ରଣଜୀରେ ଯାଆଁଳା ଭାଇଙ୍କ ବଡ ରେକର୍ଡ : ଛତିଶଗଡ ବିପକ୍ଷରେ ହାସଲ କଲେ ଏହି ମାଇଲଷ୍ଟୋନ୍

ନୂଆଦିଲ୍ଲୀ ୨୬/୦୨: ତାମିଲନାଡୁର ଯାଆଁଳା ଭାଇ ବାବା ଅପରାଜିତ ଓ ବାବା ଇନ୍ଦ୍ରଜିତ ପ୍ରଥମ ଶ୍ରେଣୀ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ କୌଣସି ଟିମ୍ ବିରୋଧରେ ଗୋଟିଏ ମ୍ୟାଚରେ ଶଚକ ଲଗାଇଥିବା ପ୍ରଥମ ଯାଆଁଳା ଭାଇ ହୋଇଛନ୍ତି । ଉଭୟ ଛତିଶଗଡ ବିପକ୍ଷରେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତାମିଲନାଡୁ ପାଇଁ ଖେଳୁଥିବା ଇନ୍ଦ୍ରଜିତ ୧୪୧ ବଲରୁ ୨୧ ଚଉକା ସହ ୧୨୭ ରନ୍ କରିଥିବା ବେଳେ ଅପରାଜିତ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲ୍‌ବୁଲି ରାଗିଣୀ, ବିକ୍ରମଙ୍କ ସହ ପଡିଲା ହାତ ଗଣ୍ଠି

ଭୁବନେଶ୍ୱର ୨୬।୦୨ : ହାତରୁ ଦି’ ହାତ ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର । ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି । ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗୋଆ ମେଫେୟାର ହାଇଡ୍‌ୱେ ସ୍ପା ରିସୋର୍ଟରେ ବିବାହ ସମ୍ପନ୍ନ ହୋଇଛି । ବିବାହ […]

କଳା ଓ ସଂସ୍କୃତି ଦେଶ ବିଦେଶ

୭ ଘଣ୍ଟାରେ ଦିଲ୍ଲୀରୁ ବୈଷ୍ଣୋ ଦେବୀ; ନିର୍ମାଣ ହେବ ଦିଲ୍ଲୀ-ଅମୃତସର-କତ୍ରା କରିଡର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କତ୍ରାରେ ଅବସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର ସହ ରାଜଧାନୀ ଦିଲ୍ଲୀ ମଧ୍ୟରେ ଯୋଗାଯୋଗକୁ ଉନ୍ନତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅଧୀନରେ ଦିଲ୍ଲୀ-ଅମୃତସର-କତ୍ରା କରିଡର ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ୬୭୦ କିଲୋମିଟରର ଗ୍ରିନଫିଲ୍‌ଡ ଏକ୍ସପ୍ରେସୱେ ପ୍ରକଳ୍ପ ଦିଲ୍ଲୀର ବାହାଦୁରଗଡ ସୀମାକୁ ପଞ୍ଜାବର ନକୋଦର ଏବଂ ଗୁରୁଦାସପୁର ଦେଇ କତ୍ରା ସହିତ […]

ଖେଳ ଦେଶ ବିଦେଶ

ଝୁଲଣ ଗୋସ୍ବାମୀଙ୍କ ବାୟୋପିକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା ଶର୍ମା, ସାମ୍ନାକୁ ଆସିଲା ଫଟୋ…

ମୁମ୍ବାଇ ୨୬।୦୨: କ୍ରିକେଟ୍ ମଇଦାନକୁ ଓହ୍ଲାଇଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ବାସ୍ତବରେ ସେ ଖେଳିବା ପାଇଁ ନୁହେଁ ବରଂ ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ରିୟଲ୍‌ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ନିଜକୁ ଝୁଲଣଙ୍କ ଭୂମିକାରେ ଖାପ ଖୁଆଇବା ପାଇଁ ଖୁବ୍ […]

ଖେଳ ଦେଶ ବିଦେଶ

କଳିଙ୍ଗ ଷ୍ଟାଡିୟମ୍‌ରେ ଦୀପା

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ୨୦ତମ ଜାତୀୟ ପାରା ଆଥ୍‌ଲେଟିକ୍ସ ପ୍ରତିଯୋଗିତା ପୂର୍ବରୁ ଭିତ୍ତିଭୂମି ପରଖିବା ପାଇଁ ଭାରତୀୟ ପାରାଲିମ୍ପିକ୍ସ କମିଟି ସଭାପତି ଦୀପା ମଲିକ ଏବଂ ସତ୍‌ପାଲ ସିଂହ ଗୁରୁବାର ଭୁବନେଶ୍ବର ଗସ୍ତ ଅବସରରେ କଳିଙ୍ଗ ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ବିଜୟାନନ୍ଦ ନାୟକ, ଓଡ଼ିଶା ପାରା କ୍ରୀଡ଼ା ସଂଘର ସୁନିଲ ପ୍ରଧାନ ଓ ଦିଲେଶ୍ବର ରାଓ […]