ରାମ ଗୋପାଲ ବର୍ମା ଓ ଅଭିନେତା ପବନ କଲ୍ୟାଣଙ୍କୁ ଟାର୍ଗେଟ କଲେ ପୁନମ୍ କୌର, କହିଲେ- ଦୁଇ ଜଣ ପେଡ୍ ଏଜେଣ୍ଟ.. ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି
ମୁମ୍ବାଇ ୨୭।୦୨: ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପୁନମ କୌର ଅନ୍ୟତମ । ପୁନମ୍ ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଏବଂ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କୁ ସିଧାସଳଖ ଭାବେ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଉଭୟ ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି।’ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁନମ୍ କୌର୍। କହିବାକୁ ଗଲେ ପବନ କଲ୍ୟାଣ ସାଉଥର କେତେ ସଫଳ ଆଉ ବଡ ଅଭିନେତା ତାହା ଆଉ […]