ଭାରତର ଆଉ ଏକ ଶୃଙ୍ଖଳା ବିଜୟ
ଧର୍ମଶାଳା, ୨୬ା୨: ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରସ୍ତୁତି ଠିକଣା ପଥରେ ରହିଛି। ଲଗାତାର ୩ଟି ଶୃଙ୍ଖଳାରେ ରୋହିତ ଶର୍ମାଙ୍କ ଟ୍ବେଣ୍ଟି-୨୦ ଦଳ ବିଜୟୀ ହୋଇ ହ୍ୟାଟ୍ରିକ କରିଛି। ଶନିବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୭ ୱିକେଟରେ ସହଜ ବିଜୟ ସହ ଏହି ଗୌରବ ଅର୍ଜନ କରିଛି। ବୋଲରମାନେ ୧୮୩ ରନ୍ ଲିକ୍ କରିବା ପରେ ଶ୍ରେୟସ ଆୟର, ସଞ୍ଜୁ ସାମ୍ସନ୍, ରବୀନ୍ଦ୍ର ଜାଦେଜାଙ୍କ ବିସ୍ଫୋରକ ବ୍ୟାଟିଂ ଶ୍ରୀଲଙ୍କା ପାଳିକୁ ୧୭ ବଲ୍ ପୂର୍ବରୁ ପଛରେ ପକାଇ ଦେଇଥିଲା। […]