କଳା ଓ ସଂସ୍କୃତି ରାଜ୍ୟ

ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର

କଟକ ଜିଲ୍ଲା ନିଶ୍ଚିତ କୋଇଲିର ବ୍ଲକ ଅନ୍ତର୍ଗତ ଜଇରାମପୁର ଠାରେ ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର କ୍ଷେତ୍ର, ଉପେଶ୍ୱର ମନ୍ଦିର ପରିଷର ଶିବମୟ ହୋଇଉଠିଥିଲା, ଆଧ୍ୟାତ୍ମିକ ପରିବେଶ ସାସ୍କୃୃଂତିକ କାର୍ଯ୍ୟକ୍ରମ ରେ ବିଭୋର ଥିଲେ ଭକ୍ତଗଣ କିଏ ଦୀପଟିଏ ଜାଳିବସିଥିଲେ ତ ଆଉ କିଏ ଆଖିବୁଜି ମହାଦେବଙ୍କ ମନ୍ତ୍ର ଉଚାରଣ କରୁଥିଲେ ତା ସହିତ ଉତ୍କଣ୍ଠାର ସହିତ ମହାଦୀପ ଦର୍ଶନକୁ ଅପେକ୍ଷା କରି ରହିଥିଲେ, ଭକ୍ତିମୟ ବାତା ବରଣରେ ଭକ୍ତଙ୍କ ମୁହଁରୁ ବାହାରି […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କପିଳାସ ପୀଠରେ ସରିଲା ଜାଗର ଯାତ୍ରା, ଭକ୍ତ ଦେଖିଲେ ପ୍ରଭୁଙ୍କ ଦୁର୍ଲଭ ନାଗାଭରଣ ବେଶ

ଢେଙ୍କାନାଳ ୦୨।୦୩: କୋଭିଡ଼ କଟକଣାରେ ଢେଙ୍କାନାଳର ପ୍ରସିଦ୍ଧ ଶିବପୀଠ କପିଳାସରେ ଜାଗର ଯାତ୍ରା ସମ୍ପନ୍ନ । ଭୋର ୪ଟା ୨୫ ମିନିଟରେ ମନ୍ଦିର ଚୁଡ଼ାକୁ ଉଠିଲା ମହାଦୀପ । ଦୁର୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ନୀତିକାନ୍ତି ମୁତାବକ, ମହାପ୍ରଭୁଙ୍କର ଚାରି ପ୍ରହାରରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଥିବା ଦେଖାଯାଇଥିଲା । ପୂର୍ବରୁ ନୀତି ନିର୍ଘଣ୍ଟ ମୁତାବକ ଭୋର ୩ଟା ୫୫ରେ […]

ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଫୁଲରେ ସଜେଇ ହେଲା ସ୍କୁଲ୍‌

ଭୁବନେଶ୍ବର: ଫୁଲରେ ସଜେଇ ହୋଇଥିଲା ସ୍କୁଲ। ଫାଟକରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯ୍ୟନ୍ତ, ସବୁଠି ଶୋଭା ପାଉଥିଲା ଝୋଟି ଓ ବେଲୁନ୍‌। ପ୍ରବେଶ ପଥରେ ଥିଲା କଳସ ଓ ଆମ୍ବଡାଳ। ପିଲାଙ୍କୁ ଫୁଲ, ଚନ୍ଦନ ଓ ସିନ୍ଦୂର ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରୁଥିଲେ। ଯାହାର ଦୃଶ୍ୟ ଥିଲା ଅବର୍ଣ୍ଣନୀୟ। ଏଭଳି ପରିବେଶରେ ଆଜିଠାରୁ ଭୁବନେଶ୍ବରରେ ଥିବା ସରକାରୀ ଓ ଘରୋଇ ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନ […]

ଦେଶ ବିଦେଶ ମନୋରଞ୍ଜନ

ରାକ୍ଷୀଙ୍କୁ ଧମକ ଦେଲେ ପୂର୍ବ ସ୍ଵାମୀ ରିତେଶ ! କହିଲେ- ମୋ ସାମ୍ନାକୁ ଆସିବନି ନହେଲେ…

ନୂଆଦିଲ୍ଳୀ ୦୧।୦୩ : ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। କିଛି ସମୟ ପୂର୍ବରୁ ପୋଷ୍ଟ ସେୟାର ରାକ୍ଷୀ ଅଲଗା ହେବାର ଖୁଲାସା କରିଥିଲେ । କିନ୍ତୁ ଏଥର ରିତେଶ ତାଙ୍କ ପୋଷ୍ଟରେ ରାକ୍ଷୀ ବିଷୟରେ ଏଭଳି କିଛି କହିଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ରିତେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାକ୍ଷୀ ସାୱନ୍ତଙ୍କ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ରାକ୍ଷୀ ଜୀ […]

ଦେଶ ବିଦେଶ ମନୋରଞ୍ଜନ

ଦୁର୍ଘଟଣାର ଶିକାର ହେଲେ କଚା ବାଦାମର ଗାୟକ ଭୁବନ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୧।୦୩ : ପଶ୍ଚିମବଙ୍ଗର ଗାଁରେ ବାଦମ୍‌ ବିକ୍ରି କରୁଥିବା ଭୁବନ ନଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ । ହେଲେ ବର୍ତ୍ତମାନ କଚା ବାଦାମ ଗୀତର ଲୋକପ୍ରିୟ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ସେ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଶାନ୍ତିର ବାର୍ତ୍ତା, ରୁଦ୍ରାକ୍ଷରେ ସ୍ଥାପନ ହେଲା ମହାଦେବଙ୍କ ମୂର୍ତ୍ତି

ପୁରୀ ୦୧।୦୩: ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଶାନ୍ତି ବିରାଜମାନ କରିବା ଦରକାର । ବିଶ୍ୱଶାନ୍ତି ଆମର କାମ୍ୟ । ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ଅବସରରେ ବାଲୁକା ଶିଳ୍ପୀ ଆମେ ଶାନ୍ତି ଚାହୁଁ ବୋଲି ବାର୍ତ୍ତା ଦେଇଛନ୍ତି । ଏକ ଶିବ ଲିଙ୍ଗ ସହ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ ୨୩ହଜାର ୪୩୬ ରୁଦ୍ରାକ୍ଷ ସ୍ଥାପନ […]

ଦେଶ ବିଦେଶ ମନୋରଞ୍ଜନ

ମେ’ରେ ରିଲିଜ୍‌ ହେବ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ଼’, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ…

ମୁମ୍ବାଇ ୦୧।୦୩ : ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରଣାୱତ । ତାଙ୍କ ଅଭିନୟକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଥାଏ । କିନ୍ତୁ ଏବେ ଫିଲ୍ମ ଧାକଡ଼କୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ । ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି । ଏହାକୁ କଙ୍ଗନା ନିଜେ […]

ଧର୍ମ ରାଜ୍ୟ

ଚଳଚଞ୍ଚଳ ଶ୍ରୀଲୋକନାଥଙ୍କ ପୀଠ, ହରିହର ଭେଟ ଓ ମହାଦୀପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ

ପୁରୀ ୦୧।୦୩ : ପୁରୀର ଶ୍ରୀଲୋକନାଥଙ୍କ ପୀଠ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଭାବେ ମାନ୍ୟତା ଲାଭ କରିଛି। ମହାଶିବରାତ୍ରୀ ଅବସରରେ ଏଠାରେ ପାଳିତ ହୋଇଥାଏ ପାରମ୍ପରିକ ଜାଗର ଯାତ୍ରା। ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ଶ୍ରୀଲୋକନାଥଙ୍କ ଦର୍ଶନ ସହ ରାତି ଉଜାଗର ରହି ଦୀପ ଜାଳିବାର ପରମ୍ପରା ରହିଛି। ଏଥିପାଇଁ ରାତି ୧୨ ଟାରେ ଦ୍ୱାରଫିଟା ହେବା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋର ପ୍ରାୟ ୪ଟାରୁ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ମହାଶିବରାତ୍ରି, ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

ଭୁବନେଶ୍ୱର ୦୧।୦୩ : ପବିତ୍ର ମହା ଶିବରାତ୍ରି । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ବଡିଭୋରରୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଶୈବପୀଠକୁ ଯାଇ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ଭୋର ୩ ଟା୩୦ ରେ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପ୍ରସ୍ତୁତି : ରାତି ୧ଟାରେ ସୁନାବେଶ, ଭୋର ୪ଟା ୩୦ରେ ଉଠିବ ମହାଦୀପ

ଚାନ୍ଦବାଲି ୨୮।୦୨: ଆସୁଛି ଜାଗର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ସମୟରେ ପହଞ୍ଚିଛି । ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ। ଭୋର ୪ଟା ୩୦ମି. କନିକାରାଜାଙ୍କର ପହିଲି ଘର୍ଷଣଲାଗି । ଏହାପରେ ସକାଳ ୫ଟାରେ ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି। ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ସେହିପରି ରାତି […]