ହଂକଂରେ କୋଭିଡ୍ର ପଞ୍ଚମ ଲହର, ଲୋକଙ୍କୁ ଆତଯାତ କଲାଣି ଓମିକ୍ରନ
ନୂଆଦିଲ୍ଲୀ ୦୩/୦୩: ମାଡିଲାଣି କରୋନାର ପଞ୍ଚମ ଲହର । ହଂକଂରେ ଆତଙ୍କ ଖେଳାଇଛି ଓମିକ୍ରନ୍ । ମାମଲା ହୁହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଚିନ୍ତା ବଢିଯାଇଛି । ସାରା ବିଶ୍ୱରେ କରୋନାର ତୃତୀୟ ଲହର ଥମିବା ଆରମ୍ଭ କରିଛି । ହୁହୁ ହୋଇ ବଢିବା ପରେ ମାମଲା ଏବେ କମିଛି । କିନ୍ତୁ ହଂକଂରେ ଏବେ କରୋନାର ପଞ୍ଚମ ଲହର ଆତଙ୍କ […]