ଖେଳ ଦେଶ ବିଦେଶ

ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ : ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୨୬୦ ରନ୍‌ର ଟାର୍ଗେଟ୍ ଦେଲା ଇଣ୍ଡିଜ୍

ନୂଆଦିଲ୍ଲୀ,୦୪/୦୩: ଶୁକ୍ରବାରଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଉଛି । ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍‌ରେ ଡିଆର୍‌ଏସ୍‌ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ । ତେବେ ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଇଣ୍ଡିଜ୍ । ପ୍ରଥମେ […]

ଦେଶ ବିଦେଶ ମନୋରଞ୍ଜନ

୪୪ ବର୍ଷରେ ‘କିଲର୍‌’ ଲୁକ୍‌ରେ ନଜର ଆସିଲେ ରୁପାଲି, ଫଟୋ ଦେଖି ଫ୍ୟାନ୍ସ ହେଲେ ଫିଦା…

ମୁମ୍ବାଇ ୦୪।୦୩ : ଟେଲିଭିଜନର ‘ଅନୁପମା’ ଅର୍ଥାତ୍‌ ରୁପାଲି ଗାଙ୍ଗୁଲି ପୂରାପୁରି ବଦଳିଗଲେଣି । ବୋହୂରୁ ପାଲଟି ଗଲେଣି ଗ୍ଲାମର ଗାର୍ଲ। ଟ୍ରାଡିସନାଲ ଲୁକ୍‌ରେ ଫ୍ୟାନ୍‌ମାନଙ୍କୁ ଇମ୍ପ୍ରେସ କରୁଥିବା ଅନୁପମା ଓରଫ୍‌ ରୂପାଲି ଗାଙ୍ଗୁଲି ଏବେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ନିଜର ନୂଆ ଲୁକ୍‌, ଷ୍ଟାଇଲ୍‌ରେ ଫ୍ୟାନ୍ସମାନଙ୍କର ଉଡାଇଲେ ହୋସ୍‌। ସୋସିଆଲ ମିଡିଆରେ ମଧ୍ୟ ଲଗାଇଲେ ନିଆଁ। ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ : ମଧ୍ୟାହ୍ନ ଭୋଜନ ସୁଦ୍ଧା ଟିମ୍ ଇଣ୍ଡିଆ ୧୦୯/୨

ନୂଆଦିଲ୍ଲୀ,୦୪/୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲି ଷ୍ଟାଡିୟମରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଏବେସୁଦ୍ଧା ୨ ଓ୍ୱିକେଟ ହରାଇ ୧୦୯ ରନ୍ କରିଛି । କ୍ରିଜରେ ବିରାଟ କୋହଲି ଓ ହନୁମା ବିହାରୀ ବ୍ୟାଟିଂ କରୁଛନ୍ତି । ଶେଷ ଖବର ସୁଦ୍ଧା ଭାରତ ପାଇଁ ଓପନିଂ କରିବାକୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ କ୍ରିଜକୁ ଓହ୍ଲାଇଥିଲେ । ତେବେ ରୋହିତ ପ୍ରଥମେ […]

ଦେଶ ବିଦେଶ ମନୋରଞ୍ଜନ

ବାପା ହେଲେ ଆଦିତ୍ୟ ନାରାୟଣ, କହିଲେ- ଯାହା ମାଗିଥିଲି ତାହା ମିଳିଲା…

ନୂଆଦିଲ୍ଳୀ ୦୪।୦୩ : ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। କାରଣ ଦୁହେଁ ଏବେ ମା’-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ସେମାନେ ମୁମ୍ବାଇ ସ୍ଥିତ ଏକ ନର୍ସିଂହୋମରେ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ […]

ଧର୍ମ ରାଜ୍ୟ

ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ର ପବିତ୍ର ମହାଶିବ ରାତ୍ରୀ ପାଳନ

ଆଜିଥିଲା ପବିତ୍ର ମହାଶିବ ରାତ୍ରୀ! ରାଜଧାନୀ, ଉପକଣ୍ଠସ୍ଥ ବିଭିନ୍ନ ଶୈବପୀଠ ହୋଇଥିଲା ଚଳଚଞ୍ଚଳ! ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାସିଆସୁଥିଲା ଶିବ ପଞ୍ଚାକ୍ଷର ମନ୍ତ୍ର! ପଥର ଗାଡ଼ିଆ ଗ୍ରାମର ଭକ୍ତ ଏହି ପବିତ୍ର ମୁହୁର୍ତ୍ତର, ପ୍ରଭୁ ମହାଦେବଙ୍କୁ ସବୁକିଛି ସମର୍ପି ଦେଈଛନ୍ତି! କରୋନା କଟକଣା କାରଣରୁ ଦୀର୍ଘ ଦୁଇବର୍ଷ ଧରି ଭକ୍ତ ଭଗବାନ ଙ୍କ ମିଳନ ହୋଇପାରିନଥିଲା! ଏଥିରୁ ତ୍ରାହି ମିଳିବା ପରେ ପ୍ରଭୁ ଭୋଳାନାଥଙ୍କ ନିକଟରେ ଜାଗର ଜାଳି ଭକ୍ତ ତା ମନର ସବୁ ଦୁଃଖ ଶୋକ […]

ଖେଳ ଦେଶ ବିଦେଶ

ଶୁକ୍ରବାରଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ୍ ସିରିଜ : ନେଟରେ ଘଣ୍ଟା ଘଣ୍ଚା ଅଭ୍ୟାସ କରୁଛନ୍ତି କୋହଲି ଓ ରୋହିତ

ଚଣ୍ଡୀଗଡ଼,୦୩/୦୩: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ । ଭାରତ ସବୁ ବିଭାଗକୁ ଗୁରୁତ୍ୱ ଦେବା ସହ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏପଟେ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏହି ଟେଷ୍ଟକୁ ସ୍ମରଣୀୟ କରିବା ପାଇଁ ପ୍ରତଶ୍ରୁତିବଦ୍ଧ । ଉଭୟଙ୍କ ପ୍ରସ୍ତୁତି ସମ୍ପ୍ରତି ଦଳର ସାଥୀ ଖେଳାଳି ଓ କୋଚିଂ […]

ମନୋରଞ୍ଜନ ରାଜ୍ୟ

ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

ଭୁବନେଶ୍ୱର ୦୩।୦୩ : ପରଦାକୁ ଆସିବ ମନ ମୋର କାଗଜ ଗୁଡି । ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଗତ ଡିସେମ୍ବରରେ ସିନେମା ଅଡିଓ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଁଟି ଚାଲିଥିଲା ବେଳେ ଏବେ ରିଲିଜ୍‌କୁ ଅପେକ୍ଷା। ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ […]

ଖେଳ ଦେଶ ବିଦେଶ

ମାତ୍ର ୩୮ ରନ୍ କଲେ ଏହି ବଡ ରେକର୍ଡ କରିବେ କୋହଲି, ସଚିନ-ଗାଭାସ୍କରଙ୍କ ସହ ହେବେ ସମାନ

ନୂଆଦିଲ୍ଲୀ ୦୩/୦୩: ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଶହେତମ ଟେଷ୍ଟ୍ ଖେଳିବେ ବିରାଟ କୋହଲି । ଦ୍ୱାଦଶ ଖେଳାଳି ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିବେ । ତେବେ ଏହି ମୁକାବିଲାରେ ବିରାଟଙ୍କ ପାଖରେ ୮୦୦୦ ରନ୍ କରିବାର ସୁଯୋଗ ରହିବ । ସେ ଏବେ ୮୦୦୦ ରନ୍‌ଠୁ ୩୮ ରନ୍ ଦୂରରେ ଅଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହ୍ୱାଗ ଓ ଭିଭିଏସ ଲକ୍ଷ୍ଣଣ ଏହି ସଫଳତା […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଫ୍ୟୁଚର୍ ଗ୍ରୁପ୍‌ର ୩୦ ହଜାର କର୍ମଚାରୀ ଆଶ୍ୱସ୍ତ, ନିଯୁକ୍ତି ପ୍ରଦାନ କରିବ ରିଲାଏନ୍ସ

ଭୁବନେଶ୍ୱର,୦୩/୦୩: ଫ୍ୟୁଚର ଗ୍ରୁପର କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି । ନିଯୁକ୍ତି ପ୍ରଦାନ କରିବ ରିଲାଏନ୍ସ । ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଫ୍ୟୁଚର ରିଟେଲ ପକ୍ଷରୁ ଷ୍ଟୋର ଲିଜ୍‌ ଦେୟ ପ୍ରଦାନ କରି ନ ଥିବା ଶତାଧିକ ଷ୍ଟୋରକୁ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଷ୍ଟୋରଗୁଡିକ ସହ ସାମିଲ ଥିବା ବ୍ୟବସାୟ ସହଯୋଗୀ, ଗୃହ କୋଠା ମାଲିକ, ସାମଗ୍ରୀ ଓ ସେବା ଯୋଗାଣକାରୀ ଏବଂ କର୍ମଚାରୀମାନେ ଆଶ୍ୱସ୍ତ ହୋଇଛନ୍ତି । ଫ୍ୟୁଚର ରିଟେଲ […]

ଦେଶ ବିଦେଶ ମନୋରଞ୍ଜନ

ସ୍ୱାମୀଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ପୁନମ୍ ପାଣ୍ଡେ, କହିଲେ-ପିଟି ପିଟି ମୋର ବ୍ରେନ୍ ହାମରେଜ୍‌ କରିଦେଇଥିଲେ

ନୂଆଦିଲ୍ଳୀ ୦୩।୦୩ : କଙ୍ଗନା ରଣାୱତ୍‌ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ଦେଇଛନ୍ତି । ଏହି ଶୋ’ର ହୋଷ୍ଟ ହେଉଛନ୍ତି କଙ୍ଗନା ରଣାୱତ୍‌ । ଏକତା କପୁରଙ୍କ ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍‌ ତାଙ୍କ ବୋଲ୍ଡନେସ୍‌ ସହ ବୋଲ୍ଡ ଇମେଜ୍‌ ପାଇଁ ବେଶ ଜଣାଶୁଣା । […]