ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨: ନେଟ୍ସରେ ଧୋନୀଙ୍କ ଜବରଦସ୍ତ ଅଭ୍ୟାସ

ଚେନ୍ନାଇ, ୦୮/୦୩: ଆଉ କିଛିଦିନ ପରେ ଆରମ୍ଭ ହେବ ଆଇପିଏଲ । ଚଳିତ ବର୍ଷ ୧୦ଟି ଦଳ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ନୂଆ ସିଜିନ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଖେଳାଳି ଗୁରୁଜାରଟର ସୁରଟରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି । ସିଏସକେ ଟିମ୍ ନିଜର ପଞ୍ଚମ ଟ୍ରଫି ଜିତିବା ପାଇଁ କସରତ ଆରମ୍ଭ କରିଦେଇଛି । ତେବେ ମୁକାବିଲା ଆରମ୍ଭ ହେବା ପୂର୍ବରୁ ସିଏସକେ ଅଧିନାୟକ ଏମଏସ ଧୋନୀ ଷ୍ଟାଡିୟରେ ଜବରଦସ୍ତ ଅଭ୍ୟାସ କରୁଥିବା ଦେଖିବାକୁ […]

ଖେଳ ଦେଶ ବିଦେଶ

ରବି ଶାସ୍ତ୍ରୀଙ୍କ କଥା ଶୁଣି ନଥିଲେ ପିଚ୍ କ୍ୟୁରେଟର୍, ଇଂଲଣ୍ଡଠୁ ମ୍ୟାଚ୍ ହାରିଯାଇଥିଲା ଭାରତ : ସାମ୍ନାକୁ ଆସିଲା ବଡ ଅଭିଯୋଗ

ନୂଆଦିଲ୍ଲୀ ୦୭/୦୩: ୨୦୨୧ରେ ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମୁକାବିଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ପିଚ୍ କ୍ୟୁରେଟର୍ ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଅନ୍ୟ ବିସିସିଆଇ ଅଧିକାରୀଙ୍କ ନିର୍ଦ୍ଦେଶ ମାନିନଥିଲେ । ଯାହାର ପରିଣାମ ଭାରତୀୟ ଟିମ୍‌କୁ ଭୋଗିବାକୁ ପଡିଥିଲା । ଟାଇମ୍ସ ଅଫ୍ […]

ଖେଳ ଦେଶ ବିଦେଶ

କେମିତି ହେଲା ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ? ଯାଞ୍ଚ ପରେ ଖୁଲାସା କଲା ଥାଇଲାଣ୍ଡ ପୋଲିସ୍

ନୂଆଦିଲ୍ଲୀ ୦୭।୦୩: ଅଷ୍ଟ୍ରେଲିଆର ମହାନ ସ୍ପିନର ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁକୁ ନେଇ ତଦନ୍ତ କରୁଛି ଥାଇଲାଣ୍ଡ ପୋଲିସ। ସୋମବାର ଥାଇଲାଣ୍ଡ ପୋଲିସ ସେନ ଓ୍ଵର୍ଣ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିଛି। ଓ୍ଵର୍ଣ୍ଣଙ୍କ ମୃତ୍ୟୁ ସ୍ଵାଭାବିକ ହୋଇଥିବା କହିଛି ଥାଇଲାଣ୍ଡ ପୋଲିସ। ସମାଚାର ଏଜେନ୍ସି ରୟଟର୍ସ ମୁତାବକ, ପୋଲିସର ପୋଷ୍ଟମର୍ଟମ ରିପୋର୍ଟରେ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ସ୍ଵାଭାଭିକ ଥିବା ଉଲ୍ଲେଖ ରହିଛି। ତାଙ୍କ ମୃତ୍ୟୁରେ କୌଣସି ସନ୍ଦିଗ୍ଧ ନଥିବା କୁହାଯାଇଛି। ଶୀଘ୍ର ଏହି ମାମଲାରେ ଓକିଲଙ୍କ ଆଲୋଚନା କରାଯିବ ବୋଲି […]

ଖେଳ ଦେଶ ବିଦେଶ

ଓ୍ୱାର୍ଣ୍ଣରଙ୍କ ନୂଆ ଅନ୍ଦାଜ : ସ୍ଲେଜିଂ କଲେ ପାକ୍ ବୋଲର, ହସିଲେ ଅଷ୍ଟ୍ରେଲିଆ ବ୍ୟାଟର

ନୂଆଦିଲ୍ଲୀ ୦୭/୦୩: ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଟେଷ୍ଟରେ ବହୁତ କିଛି ନୂଆ ଘଟଣା ଦେଖିବାକୁ ମିଳିଛି । ରାଓ୍ୱଲପିଣ୍ଡିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ବଡ ସ୍କୋର କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଖେଳାଳି ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ । କିନ୍ତୁ ସମସ୍ତେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ବ୍ୟବହାରକୁ ଦେଖି ଚକିତ ହୋଇଯାଇଥିଲେ । ସାଧାରଣତଃ ପଡିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥାନ୍ତି ଓ୍ୱାର୍ଣ୍ଣର । କିନ୍ତୁ ପାକିସ୍ତାନ ବିପକ୍ଷ ଟେଷ୍ଟରେ ତାଙ୍କର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କେହି ଶୁଣିଲେନି ସମସ୍ୟା, ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ଛାତ୍ର

ନୂଆପଡ଼ା ୦୭।୦୩ : ୫ କିମି ଚାଲିଲେ ଛାତ୍ର । ପ୍ରିନ୍ସିପାଲ୍‌ଙ୍କୁ ହଟାଇବା ଦାବିରେ ପାଞ୍ଚ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଲେ ଶହେରୁ ଅଧିକ ଛାତ୍ର । ନୂଆପଡ଼ା ନୂଆଡିହି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଘଟଣା । ଖବର ଅନୁଯାୟୀ, ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଯେପିରିକ ଖେଳ ପଡିଆ ମରାମତି ହୋଇପାରୁନାହିଁ, ଛାତ୍ରଛାତ୍ରୀଙ୍କ ଖେଳ ସାମଗ୍ରୀ ଦିଆଯାଉନାହିଁ, ଅତ୍ୟଧିକ ବଲ୍‌ ଜଳୁନାହିଁ । ଅଯଥା ଛାତ୍ରମାନଙ୍କୁ […]

ଖେଳ ଦେଶ ବିଦେଶ

ମାତ୍ର ୧ ଓ୍ୱିକେଟ୍ ଦୂରରେ ରହିଗଲେ ଜାଡେଜା ! ନହେଲେ କରିଥାନ୍ତେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ ୦୭/୦୩: ଭାରତ ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ କରିଛି । ଭାରତ ଭ୍ରମଣକାରୀ ଦଳକୁ ୨୨୨ ରନ୍ ଓ ଗୋଟିଏ ଇନିଂସରେ ମାତ୍ ଦେଇଛି । ଦଳର ବିଜୟରେ ରବୀନ୍ଦ୍ର ଜାଡେଜାଙ୍କ ବଡ ଯୋଗଦାନ ଥିଲା । ସେ ପ୍ରଥମ ଇନିଂସରେ ୧୭୫ ରନ୍ କରିଥିବା ବେଳେ ମୋଟ୍ ୯ଟି ଓ୍ୱିକେଟ୍ ନେଇଥିଲେ । ତେବେ ଏକ ବଡ ରେକର୍ଡ ପ୍ରତିଷ୍ଠା କରିବାଠୁ ଜାଡେଜା ଗୋଟିଏ ଓ୍ୱିକେଟ୍ ଦୂରରେ ରହିଯାଇଥିଲେ । ଯଦି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡାକ୍ତରୀ ପଢିବାକୁ ଆଉ ଯିବାକୁ ପଡିବନି ୟୁକ୍ରେନ : ମେଡିକାଲ କଲେଜ ତିଆରି କରିବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ ୦୭/୦୩: ଆନନ୍ଦ ମହିନ୍ଦ୍ରା ସଦାବେଳେ ନିଜର ଡ୍ରିମ୍ ପ୍ରୋଜେକ୍ଟ ବାବଦରେ ସୋସିଆଲ ମିଡିଆରେ ସୂଚନା ଦେଇଥାନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ନିଜର ମତ ରଖିଥାନ୍ତି । ଏବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ସ୍ଥିତି ଦେଖି ଏକ ବଡ ପ୍ରକଳ୍ପ ବାବଦରେ ଆନନ୍ଦ ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ମେଡିକାଲ କଲେଜରେ ଏତେ ଅଭାବ ଥିବା ସେ ଜାଣି ନଥିଲେ । ତାଙ୍କ କମ୍ପାନୀର […]

ଖେଳ ଦେଶ ବିଦେଶ

ଶାହଙ୍କ ପାଇଁ ବଢୁଛି ଅଡୁଆ : ମାନହାନୀ ମୋକଦ୍ଦମା କରିବେ ସାମ୍ବାଦିକ ବୋରିଆ ମଜୁମଦାର

ନୂଆଦିଲ୍ଲୀ,୦୬/୦୩: ଭାରତୀୟ କ୍ରିକେଟର ଋଦ୍ଧିମାନ ଶାହ ପୁଣି ଥରେ ବିବାଦରେ ଫସିଛନ୍ତି । ଦଳରୁ ବାଦ୍ ପଡିବା ପରେ ଜଣେ ସାମ୍ବାଦିକ ତାଙ୍କୁ ଧମକାଇଥିବା ସେ ଅଭିଯୋଗ କରିଥିଲେ । ଯାହା ପରେ ବିସିସିଆଇ ତଦନ୍ତ କରିଥିଲା ଓ ସେ ସାମ୍ବାଦିକଙ୍କ ନାଁ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକଜଣଙ୍କ ଶାହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ବୋଲି କହିଛନ୍ତି । ସୂଚନାନୁସାରେ, ଇଣ୍ଟରଭ୍ୟୁ ନଦେବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆସନ୍ତା ସପ୍ତାହରେ ସମେଟିଭ୍‌-୧ ପରୀକ୍ଷା ଫଳ, ୧୫ ସୁଦ୍ଧା ସରିବ ଫର୍ମେଟିଭ୍‌-୪ ପରୀକ୍ଷା

କଟକ ୦୬।୦୨ : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ହୋଇଥିବା ୧୦ମ ଶ୍ରେଣୀର ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଜାନୁଆରୀରେ ଶେଷ ହୋଇଥିଲେ ହେଁ ଏ ଯାଏ ପରୀକ୍ଷା ଫଳ ଜଣାପଡ଼ିନାହିଁ । ଏହିି ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ବୋର୍ଡ ୱେବସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଅବଜେକ୍ଟିଭ୍‌ରେ ହୋଇଥିଲା । ଓଏମ୍‌ଆର୍‌ ସିଟ୍‌ରେ ହୋଇଥିବା ଉକ୍ତ ପରୀକ୍ଷାକୁ ରାଜ୍ୟର ୩ ହଜାର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାଧ୍ୟମିକ ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ ଶୌଚାଳୟ ମନା, ଅଜବ ନିୟମ ଜାରି କଲା ବୋର୍ଡ

କୋଲକାତା,୦୬/୦୩: ମାଧ୍ୟମିକ ପରୀକ୍ଷା ଆରମ୍ଭର ପ୍ରଥମ ୧ ଘଣ୍ଟା ୧୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶୌଚାଳୟକୁ ଯାଇପାରିବେ ନାହିଁ । ହ୍ୱାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ପଦକ୍ଷେପ ନେଇଛନ୍ତି । ଏହି ମେଗା ପରୀକ୍ଷା ସୋମବାର ସକାଳ ୧୧ ଟା ୪୫ରୁ ଆରମ୍ଭ ହେବାକୁ ଯାଉଛି । ୧୨ଟାରୁ ଉତ୍ତର ଲେଖିବା ଆରମ୍ଭ ହେବ । ତୃତୀୟ ପରୀକ୍ଷା ଶେଷ ହେବ ଅପରାହ୍ନ ୧ ଟା ୧୫ ମିନିଟରେ […]