ଧର୍ମ ରାଜ୍ୟ

ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୦୯।୦୩ : ଆଜି ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ସାଧାରଣଲୋକେ । ଖବର ଅନୁଯାୟୀ, ବୁଧବାର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ହେବ ବନକଲାଗି। ଏହି ବନକଲାଗି ବା ଶ୍ରୀମୁଖ ସିଂହାର ଏକ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ବେଶ ଦର୍ଶନରୁ ବଞ୍ଚିତ ହେବେ […]

ଦେଶ ବିଦେଶ ମନୋରଞ୍ଜନ

ବିବାହର ମିଥ୍ୟା ପ୍ରତିଶୃତି ଦେଇ ରଖିଲେ ସମ୍ପର୍କ, ମାମଲା ରୁଜୁ ପରେ ଗିରଫ ହେଲେ ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ ୦୯।୦୩ : ବନ୍ଧା ହେଲେ ମାଲୟାଲମ୍‌ ଫିଲ୍ମ ନିର୍ଦ୍ଦେଶକ । କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହୋଇଗଲା ଶେଷ । ଦୁଷ୍କର୍ମ ଅଭିଯୋଗରେ ମାଲାୟଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକାନାଡ ସ୍ଥିତ ଇନ୍‌ଫୋପାର୍କ ପୋଲିସ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯାହା ଘଟଣାକୁ ଆଧାର କରି ମାମଲା ରୁଜୁ କରାଯାଇଥିଲା। ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ପୋଲିସ ଲିଜୁଙ୍କୁ ନିଜ ହେପାଜତକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଦ୍ରୁତଗତିରେ କମୁଛି ସକ୍ରିୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୯୩ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି | ବର୍ତ୍ତମାନ ଦେଶରେ ୪୯,୯୪୮ ସକ୍ରିୟ ମାମଲା ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୫୫ ଜଣ ସୁସ୍ଥ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସକ୍ରିୟ ମାମଲା ୦.୧୨ […]

ରାଜ୍ୟ ସ୍ୱାସ୍ଥ୍ୟ

ଝାଡ଼ାବାନ୍ତିରେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ପନ୍ଦରରୁ ଅଧିକ ଛାତ୍ରୀ ଅସୁସ୍ଥ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ହଷ୍ଟେଲରେ ଖଦ୍ୟ ଖାଇ ୧୫ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ୪ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗତକାଲି କଲେଜରେ ଖେଳ ଥିବାରୁ ପିଲାମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇଥିଲେ। ହେଲେ ସନ୍ଧ୍ୟା ବେଳେ କୌଣସି କାରଣରୁ୧୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଫଳରେ ଏମାନଙ୍କୁ ହଷ୍ଟେଲରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

୯ରେ ମହାପ୍ରଭୁଙ୍କ ବନକଲାଗି, ସଂଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ : ମାର୍ଚ୍ଚ ୯ ତାରିଖ ବୁଧବାର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଏହି ଉପଲ‌କ୍ଷେ ଆସନ୍ତା ୯ ତାରିଖରେ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଏହି ଦିନ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ: ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି କାରଣରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତେବେ ମହାସ୍ନାନ ନୀତି ସରିବା ପରେପୁଣି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଣେ ଭକ୍ତ ଭିତରକାଠ ନିକଟରେ ବାନ୍ତି କରିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ମାର୍ଚ୍ଚ ୯ ତାରିଖ ବୁଧବାର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତର୍ଜାତୀୟ ମହିଳା ଦିବସ : ବେଳାଭୂମିରେ ଶିଳ୍ପୀ ମାନସ ସାହୁ ବାଲୁକା କଳା, “Break The Bias”ର ଦେଲେ ବାର୍ତ୍ତା

ପୁରୀ ୦୮।୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍‌ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ । ତେବେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମି ରେ ମହିଳା ମାନଙ୍କୁ […]

ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ବାଲାଂଦେଶକୁ ୯ ଓ୍ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ,୦୮/୦୩: ମହିଳା ଦିନିକିଆ ବିଶ୍ୱକପ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ୩ରନ୍‌ରେ ହାରିବା ପରେ ଗତକାଲି ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଭେଟେରାନ ବ୍ୟାଟର ସୁଜି ବେଟ୍ସ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ । ସେ ମହିଳା ବିଶ୍ୱକପ୍‌ରେ ଦ୍ୱିତୀୟ ନ୍ୟୁଜିଲାଣ୍ଡ ବ୍ୟାଟର ଭାବେ ୧୦୦୦ରନ୍‌ ପୂରଣ କରିଥିଲେ। ପୂର୍ବରୁ ଡିବି ହକ୍‌ଲୀ ଏହି କାରନାମା କରିଥିଲେ […]

ଖେଳ ଦେଶ ବିଦେଶ

‘ତାଙ୍କ ପାଇଁ ମୁଁ ଭାରତରେ ଏବେ ଲୋକପ୍ରିୟ’ : ହାର୍ଦ୍ଦିକଙ୍କୁ ଧନ୍ୟବାଦ ଦେଲେ ଏନଏକ୍ସଟି ଷ୍ଟାର୍ କାରମେଲୋ

ନୂଆଦିଲ୍ଲୀ ୦୮/୦୩: କ୍ରୀଡା ଜଗତରେ କାହାରି ନା କାହାର ମୁହଁ ଆଉ କାହା ସହ ମେଳ ଖାଇଥାଏ । ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ଭଳି ଦେଖାଯଉଥିବା ଅନେକ ବ୍ୟକ୍ତି ଅଛନ୍ତି । ଏବେ ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦେଖାଯାଉଥିବା ଜଣଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ଯାହାର ଚେହେରା ପାଣ୍ଡ୍ୟାଙ୍କ ସହ ମେଳ ଖାଉଛି ସେ ସାଧାରଣ ବ୍ୟକ୍ତି ନୁହେଁ । ସେ ହେଉଛନ୍ତି ଡବଲୁ ଡବଲୁ […]

ଦେଶ ବିଦେଶ ମନୋରଞ୍ଜନ

ସୁନ୍ଦରତାରେ ମା’ ରବୀନା ଟଣ୍ଡନଙ୍କୁ ଟକ୍କର ଦିଅନ୍ତି ଝିଅ ରାଶା, ତାଙ୍କ ସାମ୍ନାରେ ଫିକା ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ ୦୮/୦୩ : ସେ ନିଜ ଆଖିରେ ହଜାର ହଜାର ଫ୍ୟାନଙ୍କୁ ପାଗଳ କରୁଥିଲେ। ଅଭିନୟ ଯେମିତି ସୁନ୍ଦର ବି ସେମିତି। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ଆଜି ବି ସେହି ଚମକ୍। ତାଙ୍କୁ ଦେଖିଲେ କେହି କହିବେନି ଯେ, ସେ ୪ଟି ପିଲାର ମା’। ତେବେ ମା ଯଦି ଏତେ ସୁନ୍ଦର ତାହେଲେ ପିଲାମାନେ ବି ସୁନ୍ଦର ହେବା ସ୍ୱାଭାବିକ କଥା। ତେଣୁ ତାଙ୍କ ପିଲାମାନେ ବି ତାଙ୍କ ଭଳିଆ ସୁନ୍ଦର। […]