ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।ପ୍ରାପ୍ତ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରୁ ହିଁ ୩ ଜଣ ମୃତକ ଅଛନ୍ତି। ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଥିବା ବେଳେ ଜଣେ ୪୪ ବର୍ଷ ବୟସ୍କା ମହିଳା ଅଛନ୍ତି। ଏଣେ କନ୍ଧମାଳ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ବି ପ୍ରାଣ ହରାଇଛନ୍ତି, ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ। ଏଣେ ରାଜ୍ୟରେ ଗତ ୨୪ ଘଣ୍ଟା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସହର ଭିତରେ ହରିଣ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ହରିଣ ଉଦ୍ଧାର ହୋଇଛି। ରାଜଧାନୀର ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିସନରେଟର ପିସିଆର ଟିମ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଜଣା ଗାଡ଼ି ଧକ୍କାରେ ହରିଣର ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ହରିଣର ଶିଙ୍ଗରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା କରାଇଛନ୍ତି। ହରିଣର ଗୋଡ଼ଟି ଭାଙ୍ଗି ଯାଇଥିବାରୁ ତାକୁ ଠିକ ହେବା ପାଇଁ ୨୧ […]

ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ଭାରତର ଦମଦାର୍ ଆରମ୍ଭ, ପାକିସ୍ତାନକୁ ୧୦୭ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୦୬/୩: ମହିଳା ବିଶ୍ୱକପରେ ଭାରତ ଦମଦାର ଆରମ୍ଭ କରିଛି । ଦଳ ପାକିସ୍ତାନକୁ ଏକ ଲିଗ୍ ମୁକାବିଲାରେ ୧୦୭ ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍ କରିଥିଲା । ଜବବାରେ ପାକିସ୍ତାନ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ବିସ୍ଫୋଟକ ବ୍ୟାଟର ଶେଫାଳୀ ବର୍ମା […]

ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ପାକିସ୍ତାନକୁ ୨୪୫ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ନୂଆଦିଲ୍ଲୀ,୦୬/୦୩: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବିଶ୍ୱକପ ଲିଗ୍ ମୁକାବିଲାରେ ପାକିସ୍ତାନକୁ ୨୪୫ ରନ୍‌ର ଟାର୍ଗେଟ ଦେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୭ ଓ୍ୱିକେଟରେ ୨୪୪ ରନ୍ କରିଛି । ପୂଜା ବସ୍ତ୍ରାକର ଓ ସ୍ନେହା ରଣା ଅର୍ଦ୍ଧଶତକ ଲଗାଇ ଭାରତକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୪୪ ରନ୍‌ […]

ଖେଳ ଦେଶ ବିଦେଶ

ବ୍ୟାଟିଂ ପରେ ଜାଡେଜାଙ୍କ ଦମଦାର୍ ବୋଲିଂ : ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍‌ରେ ଅଲଆଉଟ୍

ନୂଆଦିଲ୍ଲୀ,୦୬/୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଶ୍ରୀଲଙ୍କା । ପ୍ରଥମ ଇନିଂସରେ ଭାରତ କରିଥିବା ୫୭୪ ରନ୍ ଜବାବରେ ଶ୍ରୀଲଙ୍କା ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଛି । ଭାରତୀୟ ବୋଲରଙ୍କ ଆଗରେ କୌଣସି ଶ୍ରୀଲଙ୍କା ବ୍ୟାଟର ତିଷ୍ଠି ପାରିନଥିଲେ । ଭାରତ ପ୍ରଥମ ଇନିଂସ ୫୭୪ ଜବାବ​‌ରେ ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପକ୍ଷରୁ ଓପନର୍ ଦିମୁଥ୍‌ କରଣାରତ୍ନେ ୨୮ ରନ କରି ଆଉଟ ହୋଇଥିବା ବେଳେ […]

ଖେଳ ଦେଶ ବିଦେଶ

ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଟିମ୍ ଇଣ୍ଡିଆ, ହାତରେ କଳାପଟି ବାନ୍ଧିଲେ ଖେଳାଳି

ନୂଆଦିଲ୍ଲୀ ୦୫/୦୩: ଅଷ୍ଟ୍ରେଲିଆର ମହାନ ବୋଲର ଶେନ ଓ୍ୱର୍ଣ୍ଣ ଆଉ ନାହାଁନ୍ତି । ଶୁକ୍ରବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସାରା ବିଶ୍ୱର କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଶନିବାର ଯେତେବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା, ଟିମ୍ ସଦସ୍ୟ ହାତରେ କଳାପଟି ବାନ୍ଧିଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା ପରେ […]

ଖେଳ ଦେଶ ବିଦେଶ

ପୂରଣ ହେଲାନି ଜାଡ଼େଜାଙ୍କ ଦ୍ଵିଶତକ, ଦ୍ରାବିଡଙ୍କ ଉପରେ ବର୍ଷିଲେ ପ୍ରଶଂସକ, ମନେ ପକାଇଲେ ୨୦୦୪ ମସିହାର ଘଟଣା

ମୋହାଲି ୦୫।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୫୭୪ ରନରେ ପାଳି ସମାପ୍ତି ଘୋଷଣା କରିଛି। ଏଥିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୭୫ ରନର ଦମଦାର ଇନିଂସ ଖେଳିଛନ୍ତି। ଭାରତ ଯେବେ ପାଳି ସମାପ୍ତି ଘୋଷଣା କଲା, ସେହି ସମୟରେ ଜାଡେଜା ଅପରାଜିତ ଥିଲେ। ଏମିତିରେ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ, ଜାଡେଜାଙ୍କୁ କାହିଁକି ଦ୍ଵିଶତକ ପୂରଣ କରିବାକୁ ଦେଲେନି ରୋହିତ ଶର୍ମା। ଦ୍ଵିତୀୟ ଦିନରେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋହଲିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦେଲା ଟିମ୍‌ ଇଣ୍ଡିଆ, ୧୦୦ତମ ଟେଷ୍ଟରେ ନିଆରା ରେକର୍ଡ କଲେ ବିରାଟ:

ନୂଆଦିଲ୍ଲୀ ୦୫/୦୩: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମୋହାଲି ଟେଷ୍ଟ ଖାସ୍‌ ମ୍ୟାଚ୍‌ । କାରଣ କୋହଲିଙ୍କ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ ମ୍ୟାଚ୍‌ । ଏହାକୁ ଖାସ୍‌ କରିବାକୁ ଟିମ୍‌ ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ପ୍ରଥମ ଇନିଂସ ୫୭୪ ରନରେ ସମାପ୍ତ ହେବା ପରେ ଫିଲ୍ଡିଂ ପାଇଁ ଓଲ୍ହାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସ ବୋଲିଂ ପାଇଁ ପଡିଆ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଟିମ୍‌ […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ଟେଷ୍ଟ୍ : ପ୍ରଥମ ଇନିଂସରେ ଭାରତ ୫୭୪/୮

ନୂଆଦିଲ୍ଲୀ,୦୫/୦୩ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫୭୪ ରନରେ ପାଳି ଘୋଷଣା କରିଛି । ତେବେ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଦମଦାର ବ୍ୟାଟିଂ କରିଥିଲେ । ସେ ୧୭୫ ରନ୍ ସ୍କୋର କରିଥିଲେ । ଶୁକ୍ରବାର ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଏବଂ ରୋହିତ ଶର୍ମା ପ୍ରଥମ ଓ୍ଵିକେଟରେ ୫୨ ରନ ଯୋଡିଥିଲେ। […]

ଦେଶ ବିଦେଶ ମନୋରଞ୍ଜନ

କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ ଇଶା : କହିଲେ-ଏକା ଭେଟିବାକୁ ଚାହୁଁଥିଲେ ଅଭିନେତା, ଡିମାଣ୍ଡ ପୂରା ହେବାରୁ..

ମୁମ୍ବାଇ ୦୪।୦୩ : ବଲିଉଡରେ କାଷ୍ଟିଂ କାଉଚ୍‌ କୌଣସି ନୂଆ ଘଟଣା ନୁହେଁ । କାଷ୍ଟିଂ କାଉଚ୍‌ ଆଉ ବଲିଉଡ ବହୁ ପୂରୁଣା ସଂମ୍ପର୍କ । ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଅଭିନେତ୍ରୀ ଇଶା କୋପିକର୍‌। ଦୀର୍ଘ ଦିନ ପରେ ତାଙ୍କ ସହ ଘଟିଥିବା କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଛନ୍ତି । ବି-ଟାଉନର ଜଣେ ନାମୀଦାମୀ ଅଭିନେତା ତାଙ୍କୁ ଏକାକୀ ଭେଟିବାକୁ […]