ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟରେ ୭୧ତମ ଶତକ ଲଗାଇବେ କୋହଲି ! ବେଙ୍ଗାଲୁରୁ ସହ ରହିଛି ଖାସ୍ ସମ୍ପର୍କ

ନୂଆଦିଲ୍ଲୀ, ୧୦|୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ୍ ମୁକାବିଲା ଖେଳାଯିବ । ଏହି ମିଶନ ପାଇଁ ପୁରା ପ୍ରସ୍ତୁତ ଅଛି ଟିମ୍ ଇଣ୍ଡିଆ । ଏହି ଡେନାଇଟ୍ ମୁକାବିଲାରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହା ତାଙ୍କର ୧୦୧ ତମ ଟେଷ୍ଟ ହେବ । ଏହାସହ ବେଙ୍ଗାଲୁରୁ ତାଙ୍କର ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ୍ ଅଟେ । ବିରାଟ ଅନ୍ତର୍ଜାତୀୟ କ୍ୟାରିଅରରେ ଏବେସୁଦ୍ଧା ୭୦ଟି ଶତକ ଲଗାଇଛନ୍ତି । ସେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିଦ୍ୟାଳୟ ଖୋଲିବା ଦାବୀରେ ଧାରଣା ଦେଲେ ଓ ଅଧିକାରୀଙ୍କୁ ମୁଣ୍ଡିଆ ମାରିଲେ ଛାତ୍ରଛାତ୍ରୀ

ଦେବଗଡ଼ ୧୦/୦୩ : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦନାର୍ଦ୍ଦନପାଲି ବିଦ୍ୟାଳୟକୁ ବନ୍ଦ କରିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ ପ୍ରଦର୍ଶନ କରିଛନ୍ତି। ଶୀଘ୍ର ବିଦ୍ୟାଳୟ ଖୋଲି ପାଠପଢ଼ା ଆରମ୍ଭ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଦାବୀ କରି ଗୁରୁବାର ପୂର୍ବାହ୍ଣରେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ୨୦୨୦ ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦନାର୍ଦ୍ଦନପାଲି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦିଆଯାଇଥିଲା। […]

ଖେଳ ଦେଶ ବିଦେଶ

ମଙ୍କଡ ଆଉଟ୍ ବେଆଇନ ନୁହେଁ : ଖୁବ୍ ଶୀଘ୍ର ନୂଆ ନିୟମ କରିବ ଆଇସିସି

ଦୁବାଇ,୧୦/୦୨: ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଛି ଚର୍ଚ୍ଚିତ ତଥା ବିବାଦୀୟ ନିୟମକୁ ଆଇସିସି ଖୁବ୍‌ ଶୀଘ୍ର ପରିବର୍ତ୍ତନ କରିବାକୁ ଯାଉଛି । ଦୀର୍ଘ ଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିବା ‘ମଙ୍କଡ୍‌ ଆଉଟ୍‌’କୁ ଆଇସିସି ସବୁଜ ସଂକେତ ଦେଇଥିବାବେଳେ କ୍ୟାଚ୍‌ ଆଉଟ୍‌, ଫିଲ୍ଡ ସଜ୍ଜା ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ମୋଟ୍‌ ଉପରେ ୯ଟି ନୂଆ ଏବଂ ପରିବର୍ତ୍ତିତ ନିୟମ ଲାଗୁ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ […]

ଖେଳ ଦେଶ ବିଦେଶ

ସିଏସକେ କ୍ୟାମ୍ପରେ ଶୁଭ୍ରାଂଶୁ, ଫଟୋ ସେୟାର କଲା ଟିମ୍

ଭୁବନେଶ୍ୱର,୧୦/୦୩: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍‌ସ ପକ୍ଷରୁ ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍‌ସ ଦଳର ଶିବିର ଜାରି ରହିଛି । ଗତ ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ସୁପର କିଙ୍ଗ୍‌ସ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କ କିଣିଥିଲା । ଚଳିତ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗ୍ରୀଷ୍ମ ମୁକାବିଲା ପାଇଁ ସ୍କୁଲରେ ପାଣି ସୁବିଧା କର

ଭୁବନେଶ୍ବର : ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ନିର୍ଦେଶ ଦିଆଯାଇଛି। ସ୍କୁଲ ତଥା‌ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ ଏବଂ କ୍ୟାମ୍ପସରେ ଥିବା ନଳକୂଅ କିମ୍ବା ଅନ୍ୟାନ୍ୟ ପାନୀୟ ଜଳର ଉତ୍ସକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଇବାକୁ କୁହାଯାଇଛି। ଆବଶ୍ୟକ ହେଲେ ବିଦ୍ୟାଳୟ କର୍ତୃପକ୍ଷ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ପାନୀୟ ଜଳ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : ପିପିଲି-ଭୁବନେଶ୍ୱର ରାସ୍ତା ଅବରୋଧ, ଅଟକିଛି ଶହ ଶହ ଗାଡି

ନିମାପଡ଼ା ୧୦।୦୩ : ପିପିଲି ଟୋଲ୍‌ ଗେଟ୍‌ ନିକଟରେ ରାସ୍ତାରୋକ । ନ୍ୟାୟ ଦାବିରେ ପୁରୀ-ଭୁବନେଶ୍ୱରର ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟଲୋକେ । ଉଭୟ ପଟେ ଅଟକିଛି ରହିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ପିପିଲି ଏସ୍‌ଡିପିଓ ଏବଂ ଆଇଆଇସି ପହଞ୍ଚି ସ୍ଥାନୀୟଲୋକଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି । ଖବର ଅନୁଯାୟୀ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷା ସ୍ଥଗିତ, ପୌର ନିର୍ବାଚନ ଲାଗି ଏଭଳି ନିଷ୍ପତ୍ତି

ଭୁବନେଶ୍ୱର ୦୯।୦୩ : ସ୍ଥଗିତ ରହିଲା ଯୁକ୍ତ-୩ ପରୀକ୍ଷା । ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ପୌର ନିର୍ବାଚନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଏକ ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ସହରାଞ୍ଚଳରେ ପୌର ନିର୍ବାଚନ ୨୨ରୁ ୨୪ ତାରିଖ ମଧ୍ୟରେ ହେବ। ଯେହେତୁ ସହରାଞ୍ଚଳର କଲେଜ ଗୁଡ଼ିକରେ ବୁଥ୍ ହେବ, ସେଥିପାଇଁ ଏସବୁ କଲେଜରେ ପରୀକ୍ଷା […]

ଦେଶ ବିଦେଶ ମନୋରଞ୍ଜନ

୧୫ ବର୍ଷ ପରେ ଏହି ଶୋ’କୁ ଅଲବିଦା କହିଲେ ଆଦିତ୍ୟ ନାରାୟଣ, ପୋଷ୍ଟ ସେୟାର କରି ଦେଲେ ସୂଚନା…

ନୂଆଦିଲ୍ଳୀ ୦୯।୦୩ : ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ବଲିଉଡକୁ କେତେକ ସୁପରହିଟ୍ ଗୀତ ମଧ୍ୟ ଗାଇଛନ୍ତି। ଏହା ସହ ସେ ଗତ ୧୫ ବର୍ଷ ଧରି ‘ସାରେ ଗା ମା ପା’ ଶୋ’କୁ ହୋଷ୍ଟ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ରିଆଲିଟି ଶୋ’କୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି। ଆଦିତ୍ୟଙ୍କ ଶୋ’ ଛାଡିବାର ନିଷ୍ପତ୍ତି ତାଙ୍କ ସମସ୍ତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏନେଇ ସେ ଇନଷ୍ଟାଗ୍ରାମ୍‌ରେ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ବିବାଦରେ କପିଲ୍‌ ଶର୍ମା : ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଲେ- ଶୋ’କୁ ଆସିବା ଲାଗି ମୁହଁରେ କରିଦେଲେ ମନା…

ମୁମ୍ବାଇ ୦୯।୦୩ : ପୁଣି ଥରେ ବିବାଦରେ କମେଡି କିଙ୍ଗ । କପିଲଙ୍କ ଉପରେ ଲାଗିଛି ସାଂଘାତିକ ଆରୋପ । ବଡ଼ ଷ୍ଟାରକାଷ୍ଟ ନ ଥିବାରୁ ନିଜ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରିଦେଲେ କପିଲ। ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତରରେ ଏପରି ଖୁଲାସା କରିଛନ୍ତି ବିବେକ। ବିବେକଙ୍କ ଆଗାମୀ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି । ଅନ୍ୟ ନିର୍ଦ୍ଦେଶକଙ୍କ ପରି ବିବେକ ମଧ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ୱାରେଣ୍ଟ ଜାରି ହେବା ଖବରକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ ସିହ୍ନା, କହିଲେ-ଏସବୁ ମିଛ… ମୋତେ ହଇରାଣ କରିବାକୁ ଚେଷ୍ଟା କରାଯାଉଛି

ନୂଆଦିଲ୍ଳୀ ୦୯।୦୩ : ନିକଟରେ ଠକେଇ ମାମଲାରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିବା ଖବର ଆସିଥିଲା। ବର୍ତ୍ତମାନ ଏହି ଘଟଣାରେ ସୋନାକ୍ଷୀ ସିହ୍ନା ମୁହଁ ଖୋଲିଛନ୍ତି । ରାଗିକି ବହୁତ କିଛି କହି ଦେଇଛନ୍ତି । ଏହି ସବୁ କଥାକୁ ମିଥ୍ୟା ବୋଲି ମଧ୍ୟ କହିଛନ୍ତି। ସୋନାକ୍ଷୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟୀକରଣ ଦେଇଛନ୍ତି। ଅଭିନେତ୍ରୀ ଲେଖିଛନ୍ତି- ‘ମୁଁ ଅନେକ ସ୍ଥାନରେ ଏପରି ଖବର ଦେଖିଛି […]