ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ବର ସାଜିବେ ହ୍ରିତିକ୍‌ ରୋଶନ ! ଅଭିନେତାଙ୍କ ବିବାହକୁ ନେଇ ସାଙ୍ଗ କଲେ ଖୁଲାସା…

ନୂଆଦିଲ୍ଳୀ ୧୨।୦୩ : ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ଡେଟିଂ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଦୁହିଁଙ୍କୁ ଏକାଠି ବହୁ ଥର ଦେଖାଯିବା ପରେ ସବା ଓ ହ୍ରିତିକଙ୍କ ନାଁକୁ ଯୋଡ଼ା ଯାଉଛି । ସବା ନିକଟରେ ହ୍ରିତିକଙ୍କ ପରିବାର ସହିତ ମଧ୍ୟ ସମୟ ବିତାଇଥିବା ନଜର ଆସିଥିଲେ । ଏହା ପରେ ଦୁହିଁଙ୍କ ବାହାଘର ଖବର ଏବେ ଭାଇରାଲ ହେବାରେ ଲାଗିଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏପ୍ରିଲ ୨୬ରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ‌ପରୀକ୍ଷା

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ। ଅଫ୍‌ଲାଇନ୍ ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ପାଖାପାଖି ୫୦ ଦିନ ଧରି ଚାଲିବ। ଉଭୟ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ମେ’ ୨୪ ଏବଂ ଦ୍ବାଦଶ ଶ୍ରେଣୀ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କରୋନା ବେଳେ ପାଠ ଛାଡ଼ିଛନ୍ତି ପିଲା: ସ୍କୁଲକୁ ଫେରାଇ ଆଣିବାକୁ ତିନି ବିଭାଗକୁ ନିର୍ଦେଶ

ଭୁବନେଶ୍ୱର : କୋଭିଡ୍‌ ସମୟରେ ରାଜ୍ୟର ପ୍ରାୟ ୮ଲକ୍ଷ ପିଲା ପାଠ ଛାଡ଼ିଛନ୍ତି। ସେମାନେ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ହୋଟେଲ, ଢାବା, ଲଜ୍‌, ବେସରକାରୀ ଅନୁଷ୍ଠାନ, ଘରୋଇ କାମରେ ନିୟୋଜିତ ଅଛନ୍ତି। ଯେହେତୁ ସରକାରୀ ସ୍କୁଲ ବନ୍ଦ ଥିଲା, ସଠିକ ହିସାବ ମିଳିବା କଷ୍ଟକର। ଏବେ ସ୍କୁଲ ଖୋଲିବା ପରେ ସେମାନଙ୍କୁ ପୁଣି ଫେରାଇ ଆଣି ସ୍କୁଲରେ ନାମ ଲେଖାଇବା ସହ ସେମାନଙ୍କ ରହିବା ପାଇଁ ସଠିକ୍‌ ବ୍ୟବସ୍ଥା କରିବାକୁ ଓଡ଼ିଶା ଅଭିଭାବକ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବସିବ ଛତିଶା ନିଯୋଗ ବୈଠକ : ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ହେବ ନିର୍ଘଣ୍ଟ, ରବିବାର ମିଳିପାରେ ଜଗା ଦର୍ଶନ

ପୁରୀ ୧୨।୦୩ : ଶନିବାର ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜିର ବୈଠକରେ ହେବ ଆଲୋଚନା । ଶନିବାର ସଂଧ୍ୟା ୫ଟାରେ ବସିବ ଏହି ବୈଠକ । ତେବେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେବେ। ଏହି ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହ ରବିବାର […]

ଖେଳ ଦେଶ ବିଦେଶ

କୋହଲି ହିଁ ସଚିନ୍‌ଙ୍କ ରେକର୍ଡ ଭାଙ୍ଗି ପାରିବେ: ଗାଏକ୍ବାଡ

ନୂଆଦିଲ୍ଲୀ: ବିରାଟ କୋହଲି ବନାମ ସଚିନ ତେନ୍ଦୁଲକର ବିତର୍କ ଭାରତୀୟ ପ୍ରଶଂସକଙ୍କ ପସନ୍ଦ। ଏବର ପିଢ଼ି ପାଇଁ କିଏ ଶ୍ରେଷ୍ଠ ବ୍ୟାଟର୍‌ ଆଗାମୀ ଦିନ ହିଁ କହିବ। କୀର୍ତ୍ତିମାନ ଓ ନମ୍ବରରେ ଉଭୟ ଖେଳାଳିଙ୍କୁ ତୁଳନା କରିବା ମଧ୍ୟ ଏବର ସମୟରେ କଷ୍ଟକର। ଯାହା ବି ହେଲେ ସଂପ୍ରତି ଭାରତୀୟ ଦଳରୁ ଖେଳୁଥିବା କୋହଲି ହିଁ ଏକମାତ୍ର ଖେଳାଳି ଯିଏ କି ସଚିନଙ୍କ କୀର୍ତ୍ତିମାନ ଭାଙ୍ଗି ପାରିବେ। କୋହଲି ୩୩ ବର୍ଷ ବୟସରେ ସଚିନଙ୍କ ସର୍ବାଧିକ ଟେଷ୍ଟ୍‌ […]

ଖେଳ ଦେଶ ବିଦେଶ

ଗୋଲାପି ବଲ୍ ଟେଷ୍ଟ୍ ପାଇଁ ଭାରତ ପ୍ରସ୍ତୁତ, ରୋହିତ ଖେଳିବେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌

ବେଙ୍ଗାଲୁରୁ: ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା‌ ବିପକ୍ଷ ଦିବାରାତ୍ର ବା ଗୋଲାପି ବଲ୍ ଟେଷ୍ଟ୍ ଲାଗି ଟିମ୍ ଇଣ୍ଡିଆ ପୂରା ପ୍ରସ୍ତୁତ ଅଛି। ବିସିସିଆଇ ଟ୍ବିଟ୍ କରି ଏହି ସୂଚନା ଦେଇଛି। ଭାରତୀୟ ଖେଳାଳି ଜୋର୍‌ଦାର ଅଭ୍ୟାସ କରୁଥିବାର ଫଟୋ ମଧ୍ୟ ଛାଡ଼ିଛି ବିସିସିଆଇ। ଭାରତ ଶେଷ ଥର ପାଇଁ ପାଖାପାଖି ବର୍ଷକ ତଳେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୋଲାପି ବଲ୍ ଟେଷ୍ଟ୍ ଖେଳିଥିଲା। ସେହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟ୍‌ରେ […]

ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ମିଳିଲା ଆମେରିକାର ଗିଫ୍ଟ, ଅଭିନେତାଙ୍କ ଜନ୍ମଦିନରେ ସେଲିବ୍ରେଟ୍‌ କରାଯିବ ‘ସୁଶାନ୍ତ ମୁନ୍‌ ଡେ’

ମୁମ୍ବାଇ ୧୧।୦୩ : ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନ ଜାନୁଆରୀ ୨୧ରେ ‘ସୁଶାନ୍ତ ମୁନ୍‌ ଡେ’ ରୂପେ ସେଲିବ୍ରିଟ କରାଯିବ। ମୃତ୍ୟୁ ପରେ ବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ମନେ ପକାଇ ଏପରି ପଦକ୍ଷେପ ନିଆଯାଇଛି । ଅଭିନୟ ସହ ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ଏପରିକି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା ବିଷୟରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ। ମହାମାରୀର ପ୍ରକୋପ କମିଥିବା ହେତୁ ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ। କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ […]

ଖେଳ ଦେଶ ବିଦେଶ

ଶନିବାରଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୧୦|୦୩: ଭାରତ ମାର୍ଚ୍ଚ ୧୨ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ୍ ଖେଳିବ । ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଇନିଂସ ସହ ୨୨୨ ରନରେ ପରାସ୍ତ କରିଥିଲା । ତେବେ ଭ୍ରମଣକାରୀ ଦଳ ବିପକ୍ଷରେ ତୃତୀୟ ପିଙ୍କ୍ ବଲ ଟେଷ୍ଟ ଖେଳିବ ଭାରତ । ପୂର୍ବରୁ ଦଳ ୨୦୧୯ରେ ବାଂଲାଦେଶ ଓ ୨୦୨୧ରେ କୋଲକାତା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ ଖେଳିଥିଲା । ପ୍ରାକ୍ଟିସ୍ ସେସନରେ ସବୁ ଖେଳାଳି ଆତ୍ମବିଶ୍ୱାସର ସହ ଥିବା […]

ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ଏହି ରାଶି ବ୍ୟକ୍ତିଙ୍କ ଲଭ-ଲାଇଫ୍‌ରେ ଆସିବ ସୁଧାର, ଆରମ୍ଭ ହେବ ଭଲ ଦିନ

ନୂଆଦିଲ୍ଳୀ ୧୦।୦୩ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି। ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ଯୋଗୁଁ ସମସ୍ତ ୧୨ଟି ଉପରେ ପ୍ରଭାବ ପଡିଥାଏ। କେତେକ ରାଶି ପାଇଁ ଭଲ ହୋଇଥାଏ ତ ଆଉ କେତେକ ପାଇଁ ଖରାପ। ତେବେ ଚାଲନ୍ତୁ ଜାଣିବା ଏହି ରାଶମାନଙ୍କ ବ୍ୟକ୍ତି ବିଷୟରେ ଯାହାର ସ୍ବାସ୍ଥ୍ୟ , କ୍ୟାରିୟର, ପ୍ରେମ ଜୀବନରେ ଶୁଭମୟ ହେବାକୁ ଯାଉଛି। ମେଷ ରାଶି –ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ରିୟ ଲୋକଙ୍କୁ ମନାଇବା […]