ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା କେବେ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର : କେବେ ହେବ ଯୁକ୍ତ୨ ପରୀକ୍ଷା? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା ନେଇ ଘୋଷଣା ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଏଭଳି ପ୍ରଶ୍ନ ଉଠିଛି। ରାଜ୍ୟରେ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଅଫଲାଇନ କିମ୍ବା ଅନଲାଇନ ମୋଡରେ ପରୀକ୍ଷା କରିବା ନେଇ ବିଭିନ୍ନ ଅଂଶୀଦାରଙ୍କସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଛି ସିଏଚଏସଇ। […]

ଖେଳ ଦେଶ ବିଦେଶ

ଖୁବ୍ ଶୀଘ୍ର ଭାରତ-ପାକିସ୍ତାନ ସିରିଜ୍ ! ପ୍ରସ୍ତୁତ ହୋଇଛି ଏହି ଯୋଜନା

ନୂଆଦିଲ୍ଲୀ ୧୨/୦୩: ଭାରତ ଓ ପାକିସ୍ତାନ ମଧ୍ୟରେ ଅତିଶୀଘ୍ର ଖେଳାଯିବ ସିରିଜ୍ । ଖୁବ୍ ଶୀଘ୍ର ଏହା ଆୟୋଜନ ହୋଇପାରେ । ଭାରତ ୨୦୦୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ । ସେହିପରି ପାକିସ୍ତାନ ଦିନିକିଆ ଓ ଟି୨୦ ସିରିଜ୍ ପାଇଁ ୨୦୧୨ରେ ଭାରତ ଗସ୍ତରେ ଆସିଥିଲା । ତେବେ ଉଭୟ ଦଳ ଅନେକ ଥର ଏସିଆ କପରେ ସାମ୍ନାସାମ୍ନି ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରଭାବ କ୍ରିକେଟ୍ ଉପରେ ପଡିଛି । […]

ମନୋରଞ୍ଜନ ରାଜ୍ୟ

ମେଗା ଧାରାବାହିକ ‘ସର୍ବଜିତା ଅନୁ’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ

ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନ୍‌ରେ ଦେଖିବାକୁ ମିଳିବେ। ଦୁଇ ଦଶନ୍ଧି ଧରି ଅନ୍ୟୂନ ୬୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁ। ତାଙ୍କ ସୁନ୍ଦର ଅଭିନୟ ଓ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ ହେଇଛନ୍ତି। ସେ କେବଳ ଓଲିଉଡ୍‌ରେ ଅଭିନୟ କରିନାହାନ୍ତି, ବଙ୍ଗାଳୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟ ଦେଖିଛନ୍ତି। ଗ୍ଲାମର ଶିଳ୍ପରେ ବେଶ୍ ସୁନାମ […]

ଖେଳ ଦେଶ ବିଦେଶ

ବିଶ୍ବ ଇନ୍‌ଡୋର ଦୌଡ଼କୁଦରେ ଭାଗନେବେ ଦୂତି

ନୂଆଦିଲ୍ଲୀ : ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସର୍ବିୟାର ବେଲ୍‌ଗ୍ରେଡ୍‌ରେ ଆୟୋଜିତ ହେବାକୁ ଯାଉଛି ବିଶ୍ବ ଦୌଡ଼କୁଦ ଇନ୍‌ଡୋର ପ୍ରତିଯୋଗିତା। ଏଥି‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଭାଗ ନେବେ। ଭାରତ ଏହି ପ୍ରତିଯୋଗିତା ପାଇଁ ଦଳରେ ଦୁତିଙ୍କ ସମେତ ସଟ୍‌ପୁଟର ତାଜିନ୍ଦରପାଲ୍‌ ସିଂହ ଏବଂ ଲମ୍ବ ଡିଆଁଳି ଏମ୍‌ ଶ୍ରୀଶଙ୍କରଙ୍କୁ ସ୍ଥାନ ଦେଇଛି। ତାଜିନ୍ଦରପାଲ୍‌ (୧୮) ଏବଂ ଶ୍ରୀଶଙ୍କର (୧୪) ସେମାନଙ୍କ ରୢାଙ୍କିଙ୍ଗ୍‌ ଭିତ୍ତିରେ ଦଳରେ ସୁଯୋଗ ପାଇଥିଲା ବେଳେ […]

ଖେଳ ଦେଶ ବିଦେଶ

କ୍ରିକେଟର ହୋଇ ମୈଦାନକୁ ଓହ୍ଲାଇବେ ଶ୍ରୟସ ତଲପଡେ, ଫିଲ୍ମ ‘କୌନ୍ ପ୍ରବୀଣ ତାମ୍ବେ’ର ଟ୍ରେଲର ରିଲିଜ୍

ନୂଆଦିଲ୍ଳୀ ୧୨।୦୩ : ୪୧ ବର୍ଷ ବୟସରେ ମୁମ୍ବାଇର ମୈଦାନରୁ ଆଇପିଏଲରେ ପଦାର୍ପଣ କରିଥିଲେ ପ୍ରବୀଣ ତାମ୍ବେ । ଯେଉଁ ବୟସରେ କ୍ରୀଡାବିତ ମାନେ ଅବସର ଗ୍ରହଣ ନିଅନ୍ତି ସେହି ବୟସରେ ସେ ପାଦ ଥାପି ସମସ୍ତଙ୍କୁ ଚମକାଇ ଦେଇଥିଲେ ତାମ୍ବେ । ୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପାଦ ଦେଇଥିବା ତାମ୍ବେଙ୍କ ଜୀବନ କୌଣସି ସିନେମା ଠାରୁ କମ ନୁହେଁ । ତାମ୍ବେଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ କୌନ୍ ପ୍ରବୀଣ ତାମ୍ବେର […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ପିଙ୍କବଲ୍ ଟେଷ୍ଟ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ ୧୨/୦୩: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍ । ଏହି ଦିବା ରାତ୍ର ଟେଷ୍ଟଫ୍ଲଡ୍‌ ଲାଇଟ୍‌ ତଳେ ଗୋଲାପି ବଲ୍‌ରେ ଖେଳାଯିବ । ଉଭୟ ପ୍ରଥମ କରି ପିଙ୍କବଲରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ସବୁ ଉତ୍ସାହ ଉଦ୍ଦୀପନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ପରେ ଘରୋଇ ଦଳର ମନୋବଳ ଶିଖର ଛୁଇଁ ସାରିଛି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତରେ କରୋନା ନେଇଛି ୪୦ ଲକ୍ଷ ଜୀବନ ! ଓ୍ୱାଶିଂଟନ ୟୁନିଭର୍ସିଟି ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ, ୧୨/୦୩: କୋଭିଡର ପ୍ରକୋପ କିଛି ମାତ୍ରାରେ କମିଥିଲେ ବି ଏଯାଏଁ ବି ଭୟ ଯାଇନାହିଁ। ଏକ ରିପୋର୍ଟରୁ ଜଣାଯାଇଛି ଯେ ବିଶ୍ବରେ ଯେତିକି କୋଭିଡ ଜନିତ ମୃତ୍ୟୁ ରେକର୍ଡଭୁକ୍ତ ହୋଇଛି ତାଠାରୁ ବାସ୍ତବ ମୃତ୍ୟୁ ସଂଖ୍ୟା ବହୁ ଅଧିକ। କୋଭିଡ ଯୋଗୁଁ ବିଶ୍ବରେ ମୋଟ ୧ କୋଟି ୮୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ୟୁନିଭର୍ସିଟି ଅଫ ୱାଶିଂଟନ ଏବଂ ଲାନସେର ଗବେଷଣାରୁ ଜଣାଯାଇଛି। ଡିସେମ୍ବର ୨୦୨୧ ସୁଦ୍ଧା ଯେତିକି ମୃତ୍ୟୁ ସଂଖ୍ୟା ରେକର୍ଡଭୁକ୍ତ ହୋଇଛି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୯ ବର୍ଷରେ ହରେଇଥିଲେ ୨ ହାତ, ଏବେ ଶହ ଶହ ପିଲାଙ୍କୁ ପଢାଉଛନ୍ତି

ନୂଆଦିଲ୍ଲୀ ୦୯/୦୩; ଇଂରାଜୀରେ ଏକ କଥା ଅଛି, ‘Where there is a will there is a way’. ଅର୍ଥାତ୍‌ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ମଣିଷ ଶରୀରିକ ଭାବେ ଅକ୍ଷକ ହୋଇପାରେ କିନ୍ତୁ ମନରେ ନୁହେଁ। ସେମିତି ଜଣେ ଦୃଢମନା ବ୍ୟକ୍ତି ହେଲେ ଗୁଜୁରାଟର ବାବୁ ଭାଇ ପରମର। ୯ବର୍ଷରେ ୨ ହାତ ହରାଇଥିଲେ ବାବୁ ଭାଇ। ତଥାପି ପାଠ ପଢିଛନ୍ତି, ଶିକ୍ଷିତ ହୋଇଛନ୍ତି ସେ। ପାଟି ଏବଂ ପାଦ ସାହାଯ୍ୟରେ […]

ଦେଶ ବିଦେଶ ମନୋରଞ୍ଜନ

ରଣବୀର- ଆଲିଆଙ୍କର ପଡିବ ହାତଗଣ୍ଠି ! ବିବାହ ତାରିଖକୁ ନେଇ ଘୋଷଣା କଲେ ଦୁଇ ପରିବାର

ମୁମ୍ବାଇ ୧୨।୦୩ : ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କ ଠାରୁ କୌଣସି ପ୍ରକାରର ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ […]

ଖେଳ ଦେଶ ବିଦେଶ

ମହିଳା ଦିନିକିଆ ବିଶ୍ୱକପ : ସ୍ମୃତି ଓ ହରମନପ୍ରିତଙ୍କ ଦମଦାର ଶତକ, ଇଣ୍ଡିଜକୁ ୩୧୮ ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୧୨/୦୩: ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି ଭାରତ । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଭାରତର ଦୁଇ ବ୍ୟାଟର ଶତକ ଲଗାଇଛନ୍ତି । ସ୍ମୃତି ମନ୍ଧାନା ଓ ହରମନପ୍ରିତ କୌର ସେଞ୍ଚୁରୀ ଲଗାଇଛନ୍ତି । ବିଶ୍ୱକପ ପୂର୍ବରୁ ଉଭୟ ଖେଳାଳି ନିଜ ଫର୍ମକୁ ନେଇ ଟାର୍ଗେଟରେ ଥିଲେ ।ଏବେ କିନ୍ତୁ ଉଭୟ ଶତକ ଲଗାଇ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଶନିବାର ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତିଥିଲା […]