କିଏ କହୁଛି ସତ ? ପରିବାର ଲୋକ କହିଲେ ହାଜତ ମୃତ୍ୟୁ, ଶ୍ରମିକ ନେତା କହୁଛନ୍ତି ଦୁର୍ଘଟଣା
ଜଗତସିଂହପୁର ୦୧।୦୫ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଯୁବକ ହେଲେ ବୃନ୍ଦାବନ କଲୋନୀର ପ୍ରହ୍ଲାଦ ଗେଡିଙ୍କ ପୁଅ ମନୋରଞ୍ଜନ ଗେଡି। ଜଗତସିଂହପୁର ଜିଲ୍ଲା ପାରାଦୀପ ବୃନ୍ଦାବନ କଲୋନୀର ଘଟଣା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଶନିବାର ସନ୍ଧ୍ୟାରେ ଅଠରବାଙ୍କୀ ନିକଟରୁ ସ୍ଥାନୀୟ ଅଭୟଚାନ୍ଦ ପୁର ଥାନା ପୋଲିସ ମନୋରଞ୍ଜନଙ୍କୁ କୌଣସି ଏକ ଅଭିଯୋଗରେ ଗିରଫ କରି ଥାନାକୁ ଆଣିଥିଲା । ପୋଲିସ ପୁଅକୁ ହାଜତରେ ପିଟି ପିଟି ମାରି ଦେଇ ଥିବାର ମୃତକଙ୍କ ତାଙ୍କ […]