ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର, ପୋଡି ପାଉଁଶ ହୋଇଗଲା ଅନେକ ଆସବାବପତ୍ର
ପାଟଣା ୩୦।୦୪ : ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର । ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖାଜିରାପଟ ପଞ୍ଚାୟଚ ରାମଚନ୍ଦ୍ରପୁର ଗାଁରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ରାମଚନ୍ଦ୍ରପୁର ଗାଁରେ ମାନଗୋବିନ୍ଦ ମହାନ୍ତିଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଥିବା ଆସବାବପତ୍ର ସମେତ ଟିଭି, ଫ୍ରିଜ, ସୋଫା ସେଟ୍, ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଅନେକ କାଗଜପତ୍ର ମଧ୍ୟ […]