Met Gala 2022 : ଧୁମପାନ ଏବଂ ପିଆଜ-ରସୁଣ ଖାଇବା ବ୍ୟାନ୍, ଇଭେଣ୍ଟରେ ସେଲିବ୍ରିଟିଙ୍କୁ ମାନିବାକୁ ପଡିଥାଏ ଏହି କଡା ନିୟମ
ନୂଆଦିଲ୍ଳୀ ୦୨।୦୫ : ଦୁନିଆ ସବୁଠାରୁ ବଡ ଫ୍ୟାଶନ ନାଇଟ୍ ଆଉଟ୍ ନାମରେ ବେଶ ଚର୍ଚ୍ଚିତ ମେଟ୍ ଗାଲା । ଏହି ଇଭେଣ୍ଟର ଆୟୋଜନ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଅନେକ ବଡ ବଡ କଳାକାରମାନେ ଏହି ମେଟା ଗାଲା ୨୦୨୨ ପାଇଁ ସେମାନଙ୍କ ଉପସ୍ଥିତିକୁ ଅନୁଭବ କରନ୍ତି । ଚଳିତ ବର୍ଷ ଏହା ନ୍ୟୁୟର୍କରେ ହେଉଛି । ଏହାର ଥିମ୍ ରହିଛି ‘ଇନ୍ ଆମେରିକାରେ: ଏକ ଆନ୍ଥୋଲୋଜି ଅଫ୍ ଫ୍ୟାଶନ୍’ । କେବଳ ଡ୍ରେସ୍ ଥିମ୍ […]