ପଞ୍ଜାବକୁ ଜିତାଇଲେ ରବାଦା-ଧାୱନ
ମୁମ୍ବାଇ: ଟେବୁଲ ଟପର ଗୁଜରାଟ ଲାୟନ୍ସକୁ ୮ ୱିକେଟ୍ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ମଙ୍ଗଳବାର ଚଳିତ ଆଇପିଏଲ୍ର ଏହି ୪୮ତମ ମ୍ୟାଚ୍ରେ ପଞ୍ଜାବ ସମ୍ମୁଖରେ ଗୁଜରାଟ ୧୪୪ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଓପନର ଶିଖର ଧାୱନ (୬୨*)ଙ୍କ ଅର୍ଦ୍ଧଶତକ ସହ ଭାନୁକା ରାଜପାସ୍କେଙ୍କ ୪୦ ରନ୍ ବଳରେ ପଞ୍ଜାବ ୪ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା। ଏହି ବୃହତ୍ ବିଜୟ ବଳରେ ପଞ୍ଜାବ […]