ତୁ ହେଲୁନି ମୋର.. ମୁଁ ଛାଡୁଛି ଦୁନିଆ…
ସୋର ୦୫।୦୫: ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି। ରାତିରେ ଥିଲା ପ୍ରେମିକାର ବାହାଘର । ତାପର ଦିନ ସକାଳୁ ଉଠିଲା ପ୍ରେମିକର କୋକେଇ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଯାହା ଆପଣ ଶୁଣିଲେ ବି ତାଜୁବ୍ ହୋଇଯିବେ । ଖବର ଅନୁଯାୟୀ, ଜହ୍ନିଆ ଗାଁରେ ରତ୍ନାକର ମଳିକଙ୍କ ପୁଅ […]