ଅପରାଧ ରାଜ୍ୟ

ଗାଁ ମେଳଣରେ ଅଘଟଣ, ଯୁବକଙ୍କ ବେକ କାଟିଦେଲା ଦୁର୍ବୁତ୍ତ

ଭୁବନେଶ୍ୱର ୦୫।୦୫ : ଯୁବକଙ୍କ ବେକ କାଟିଦେଲା ଦୁର୍ବୁତ୍ତ । ଗାଁ ମେଳଣ ବେଳେ ଯୁବକଙ୍କୁ ଏପରି ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ଚିକୁ ପାତ୍ରଙ୍କୁ କୌଣସି କାରଣରୁ ଦୁର୍ବୁତ୍ତମାନେ ଆକ୍ରମଣ କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ଚିକଙ୍କୁ ବେକ କାଟିଦେଲା ଦୁର୍ବୁତ୍ତ । […]

ଦେଶ ବିଦେଶ ମନୋରଞ୍ଜନ

ବକ୍ସ ଅଫିସ୍‌ରେ ପୁଣି ଧମାଲ୍ କରିବ ସାଉଥ୍ ମୁଭି, ବ୍ୟାକ୍ ଟୁ ବ୍ୟାକ୍ ଆସୁଛି ଦମ୍‌ଦାର ଫିଲ୍ମ

ନୂଆଦିଲ୍ଳୀ ୦୫।୦୫ : ବର୍ତ୍ତମାନ ବକ୍ସ ଅଫିସରେ ରାଜ୍‌ କରୁଛି ସାଉଥ ମୁଭି । ଚାରିଆଡ଼େ ଗୋଟିଏ କଥା । କଣ ହେଇଛି ସାଉଥ୍ ଫିଲ୍ମର । କି ଆକ୍ସନ ଓ କି ଗୀତ । ବଲିଉଡ୍ ମୁଭି ଅପେକ୍ଷା ହଲ୍‌ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍‌ ଓ ଷ୍ଟାଇଲ୍‌ । ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ ପଣ୍ଡା ନାମକ ଜଣେ ଲୋକକୁ ଧରିଥିଲା ଟିମ୍, ଯିଏକି ଦୀର୍ଘ ଦିନ ଧରି ଧଳା ଜହର ବେପାର କରୁଥିଲେ। ଆଜି ରାଜୀବ ପାଖକୁ ଜଣେ ବ୍ରାଉନସୁଗାର ବେପାରୀ ଆସିଥିଲେ। ତାକୁ ଧରିବା ପାଇଁ ପୁର୍ବରୁ ପ୍ଲାନ୍ […]

ଖେଳ ଦେଶ ବିଦେଶ

ଚେନ୍ନାଇକୁ ଚିତ୍ କଲା ବାଙ୍ଗାଲୋର: ୫,୦୦୦ ବଲ୍ ଖେଳିବାରେ କୋହଲି ପ୍ରଥମ

ପୁଣେ: ଡେଭନ୍ କନୱେ (୫୬)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଗତ ସଂସ୍କରଣ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ବୁଧବାର ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ଠାରୁ ୧୩ ରନ୍‌ରେ ପରାଜିତ ହୋଇଛି। ଆର୍‌ସିବି ଏକାଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଚେନ୍ନାଇ ଦଶମ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରି ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଏହି […]

ଅପରାଧ ରାଜ୍ୟ

ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବୀଭତ୍ସ ହତ୍ୟା: ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ

ବଲାଙ୍ଗୀର: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫ ବର୍ଷୀୟା ଅଂଜନା ପଟେଲ ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ। ତାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ରକ୍ତ ଜୁଡୁବୁଡୁ […]

ଅପରାଧ ଦେଶ ବିଦେଶ

ୟୁକ୍ରେନ୍‌ ପୂର୍ବରେ ବଢିଲା ଋଷ୍ ସୈନ୍ୟଙ୍କ ଆକ୍ରମଣ : ଡୋନବାସରେ ୨୧ ନାଗରିକଙ୍କ ମୃତ୍ୟୁ, ବିଦେଶୀ ଅସ୍ତ୍ରଶସ୍ତ୍ର ସପ୍ଲାଏ ଚେନ୍‌କୁ ଟାର୍ଗେଟ୍

ମସ୍କୋ ୫।୫: ଋଷ୍ ସେନା ୟୁକ୍ରେନ୍‌ର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଚେନ୍‌କୁ ଟାର୍ଗେଟ୍ କରି ଆକ୍ରମଣ କରିଛି । ଋଷ୍ ସେନା ଦେଶର ପୂର୍ବ ଭାଗରେ ମଧ୍ୟ ଆକ୍ରମଣକୁ ବଢାଇ ଦେଇଛନ୍ତି । ଏ ଭିତରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ଋଷ୍‌କୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ରଖିଛି । ଋଷ୍ ସେନା ବୁଧବାର ଦିନ କହିଛି ଯେ ୟୁକ୍ରେନ୍‌ରେ ୫ଟି ରେଲଓ୍ବେ ଷ୍ଟେସନରେ ବିଦ୍ୟୁତ […]

ଅପରାଧ ରାଜ୍ୟ

କଲିକତାରୁ ଆସୁଛି ଭେଜାଲ ମାଲ୍, ଓଡିଶା ମେଲିଛି ବଜାର : ନକଲି ଷ୍ଟିକର ଓ ଠିପିରେ ଚାଲିଥିଲା କାରବାର

ସମ୍ବଲପୁର ୦୫।୦୫ : ସମ୍ବଲପୁର ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଝାରସୁଗୁଡା, ସମ୍ବଲପୁର ଓ ବରଗଡରେ ଚଢାଉ ହୋଇଥିବା ବେଳେ ୮୭୭୧୫ ଠିପି, ୮୬୨୩୩ ଇଏଲ୍ ବା ଷ୍ଟିକର, ୩୮ ଲିଟର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । କୁଚିଆରୁ ମଦ କିଣୁଥିଲେ ସାବଧାନ । ନକଲି ବିଦେଶୀ ମଦ ଆପଣଙ୍କର ଜୀବନ ନେଇପାରେ […]

ଅପରାଧ ଦେଶ ବିଦେଶ

ଜଙ୍ଗଲରେ ବୁଲୁଥିଲେ ପର୍ଯ୍ୟଟକ ; ହଠାତ୍‌ ମାଡି ଆସିଲା ହାତୀ, ପଛକୁ ଗଡି ଚାଲିଲା ଗାଡ଼ି ଆଉ ତାପରେ …

ନୂଆଦିଲ୍ଲୀ ୦୫/୦୫ :ଗାଡ଼ିରେ ବସି ଜଙ୍ଗଲ ବୁଲିବା ପ୍ରାୟ ସମସ୍ତଙ୍କ ପସନ୍ଦ। କିନ୍ତୁ ବେଳେ ବେଳେ ମଣିଷମନାଙ୍କ ପାଇଁ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ବନ୍ୟଜନ୍ତୁମାନେ । ସେଥିପାଇଁ ଅନେକ ଥର ବନ୍ୟଜନ୍ତୁମାନେ ରାଗି ଯାଆନ୍ତି। ଆଉ ଆକ୍ରମଣ କରିବାକୁ ବି ପଛାନ୍ତି ନାହିଁ। ବେଳେବେଳେ ଏହା ଆମକୁ ମୃତ୍ୟୁମୁଖରେ ବି ପକାଇଥାଏ। ସୋସିଆଲ ମିଡିଆରେ ସେମିତି ଅନେକ ଭିଡିଓ ଆପଣ ଦେଖିଥିବେ। ଏବେ ବି ସେମିତି ଏକ ଭିଡିଓ ହେଉଛି ଭାଇରାଲ୍‌। ଏହି ଭିଡିଓରେ ଦେଖିବାକୁ ମିଳିଛି […]

ଅପରାଧ ରାଜ୍ୟ

ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ, ୪ ଜେସିବି-୧୬ ଡମ୍ପର ଜବତ

ଜଳେଶ୍ୱର ୦୫।୦୫ : ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ । ୪ ଜେସିବି ମେସିନ, ୧୬ ଡମ୍ପର ସହିତ ଗୋଟିଏ ଟ୍ରାକ୍ଟର ଜବତ । ଘଟଣାସ୍ଥଳରେ ଗାଡି ଡ୍ରାଇଭରମାନେ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାଜସ୍ବ ବିଭାଗ ପକ୍ଷରୁ ବସ୍ତା ତହସିଲ ଅଧିନରେ ଥିବା ରାଜଘାଟ ବେଣାପୂରା ୨ ବାଲି ଖାଦାନ ଉପରେ ଚଢାଉ କରାଯାଇଛି । ଚଢାଉରେ ବସ୍ତା ତହସିଲଦାରଙ୍କ ସହ ଏକ ପ୍ଲାଟୁନ ପୋଲିସ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତିଶଗଡ଼ରେ ଅଘଟଣ: ଜେସିବି ଟାୟାର ଫାଟି ଦୁଇ ମୃତ

ରାୟପୁର: ଜେସିବି ଟାୟାର ଫାଟି ଦୁଇ ମୃତ। ଏପରି ଅଭାବନୀୟ ଖବର ଆସିଛି ଛତିଶଗଡର ରାଜଧାନୀ ରାୟପୁରରୁ। କାୟପୁରର ଉଦ୍ୟୋଗିକ କ୍ଷେତ୍ର ସିଲତାରା ଅଂଚଳରେ ଗୋଟିଏ କାରଖାନା ଭିତରେ ଜେସିବିର ଟାୟାରରେ ହାଓ୍ବା ଭରୁ ଥିଲେ ଦୁଇ କର୍ମଚାରୀ। ସେଇ ସମୟରେ ହଠାତ୍‌ ଟାୟାରଟି ଫାଟି ଯିବାକୁ ଦୁଇ ଶ୍ରମିକ ଖିନଭିନ୍‌ ହୋଇ ପଡିଥିଲେ। ଘଟଣା ସ୍ଥଳରେ ହିଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।