ବିପୁଳ ପରିମାଣର ଚୋରା ମଦ ଜବତ, ୨ ଗିରଫ
ଭଦ୍ରକ ୦୮।୦୫ : ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ, ବିଦେଶୀ ସହ ଦୁଇ ଗିରଫ । ବନ୍ଧା ହୋଇଥିବା ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଡ଼ିପଦା ଗାଁର ମନୋଜ କୁମାର ନନ୍ଦ ଓ ପାହାଡ଼ପୁର ଗାଁର ରାକେଶ କୁମାର ଖୁଣ୍ଟିଆ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜୁ କରାଯାଇଛି । ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ […]