ଅପରାଧ ରାଜ୍ୟ

ତରଭାରେ ଚାଞ୍ଚଲ୍ୟ: କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି,। ରାତିରେ ଶୋଇଥିବା ବେଳେ ତରଭା ୱାର୍ଡ ନମ୍ବର ୧୦ର କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଂଜୀବ ଗୁରୁ (ରାଜା)ଙ୍କୁ ଗତ ରାତିରେ ତାଙ୍କ କ୍ୱାର୍ଟରରେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଏହି ଘଟଣା ତରଭାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ପୁଲିସ ଚାରି ଜଣଙ୍କୁ ଅଟକ […]

ଅପରାଧ ରାଜ୍ୟ

ଓଭର ବ୍ରିଜ ତଳକୁ ଖସିଲା ବସ୍‌; ଏକାଧିକ ଯାତ୍ରୀ ଗୁରୁତର

ଯାଜପୁର ୦୭/୦୫ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ବଡ଼ଚଣା ଥାନା ପାଖରେ ଏକ ଯାତ୍ରୀ ବାହି ବସ୍‌ ଓଭରବ୍ରିଜରୁ ତଳକୁ ଖସି ପଡ଼ିଛି। ଜୟ ଦୁର୍ଗା ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ଯଶୀପୁରକୁ ଯାଉଥିଲା । ଏଥିରେ ୪୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୪୦ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ପାଖରେ ଥିବା ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । […]

ଅପରାଧ ରାଜ୍ୟ

ବନ୍ଧା ହେଲେ କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା, ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ

ସମ୍ବଲପୁର ୦୮।୦୫ : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା ଗିରଫ । ଠିକାଦାରଙ୍କଠାରୁ ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ ସ ଟିମ୍ ତାଙ୍କୁ ଗିରଫ କରିଛି। ତାଙ୍କ ଅଫିସ, କୁଚିଣ୍ଡାସ୍ଥିତ ସରକାରୀ ବାସଭବନ ସହିତ ରାଉରକେଲାସ୍ଥିତ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ସାରଦାଙ୍କ କାର୍ଯ୍ୟାଳୟର ଡ୍ରରୁ ୨୧ ହଜାର ୧୪୦ ଟଙ୍କା ଏବଂ ତାଙ୍କ ସରକାରୀ ବାସଭବନରୁ ୨ ଲକ୍ଷ ୮୨ ହଜାର ୪୭୦ ଟଙ୍କା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢିଲା ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୭୧ କରୋନା ପଜିଟିଭ୍

ଭୁବନେଶ୍ୱର ୦୮।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୦୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ସେହିପରି ୦ରୁ ୧୮ […]

ଅପରାଧ ରାଜ୍ୟ

ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ : ଡ୍ରାଇଭର୍ ମୃତ, ହେଲ୍‌ପର୍ ଗୁରୁତର

ସୋର ୦୮।୦୫ : ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାହାନଗା ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ବାହାନଗା ଛକ ନିକଟରେ ଏକ ସାଗୁ ବୋଝେଇ ଟ୍ରକ୍ ଠିଆ ହୋଇଥିଲା । ଠିକ୍‌ ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ଆସି […]

ଅପରାଧ ରାଜ୍ୟ

ବାଲି ମାଫିଆଙ୍କ ଦବଙ୍ଗଗିରି, ଚଢାଉ ବେଳେ ଅତିରିକ୍ତ ତହସିଲଦାର ଓ ତିନି ଆରଆଇଙ୍କୁ ଆକ୍ରମଣ

ଖଲ୍ଲିକୋଟ ୦୮।୦୫ : ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଅତିରିକ୍ତ ତହସିଲଦାରଙ୍କ ସହ ତିନି ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ଗଞ୍ଜାମ ତହସିଲ ଅଧିନ ମାଳିଜଗନ୍ନାଥପୁର ଗାଁ ନିକଟରେ ବାଲି ଚୋରା ଚାଲାଣ ଅଭିଯୋଗ ପାଇ ଚଢାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଏବଂ ତିନି ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି । ଖବର ଅନୁଯାୟୀ, ମାଳିଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ତହସିଲ […]

ଅପରାଧ ରାଜ୍ୟ

ମଦ ମିଳିଲା ନାହିଁ, ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ରୋଗୀ

ରାଉରକେଲା ୦୮।୦୫ : ମଦ ମିଳିଲା ନାହିଁ, ସେଥିପାଇଁ ରୋଗୀଙ୍କ ଆତ୍ମହତ୍ୟା । ମଦ ନମିଳିବାରୁ ଆତ୍ମହତ୍ୟା କରିଛନ୍ତି ରୋଗୀ। ରାଉରକେଲା ଆରଜିଏଚରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ରୋଗୀ । ଆତ୍ମହତ୍ୟା କରିଥିବା ରୋଗୀଙ୍କ ନାଁ ହେଉଛି ସହର ଝରା । ଖବର ଅନୁଯାୟୀ, ଗୋଡ଼ ଭଙ୍ଗା ଚିକିତ୍ସା ପାଇଁ ଗତ ବୁଧବାର ଦିନ ସହର ଝରା ଆରଜିଏଚରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କୁ ମଦ ନମିଳିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାମୁଛା […]

ଅପରାଧ ରାଜ୍ୟ

ନବବିବାହିତ ମହିଳାଙ୍କୁ ହତ୍ୟା ! କିଛି ଦିନ ତଳେ କରିଥିଲେ ଲଭ୍‌ ମ୍ୟାରେଜ୍‌

ଭୁବନେଶ୍ୱର ୦୮।୦୫: ରାଜଧାନୀରେ ନବବଧୂଙ୍କୁ ହତ୍ୟା । ଏପରି ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଘଟିଛି ଏପରି କିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍‌ ଶନିବାର ଦିନ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ପାଟିତୁଣ୍ଡ ଗଣ୍ଡଗୋଳରେ ପରିଣତ ହୋଇଥିଲା […]

ଅପରାଧ ରାଜ୍ୟ

ଶ୍ରୀମନ୍ଦିର ଚାରିପଟେ ଚାଲୁଥିବା କାମ ବନ୍ଦ କର, ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର- ହିନ୍ଦୁ ସଂଗଠନ

ଭଦ୍ରକ ୦୮।୦୫ : ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଶୋଭାଯାତ୍ରା । ଭଦ୍ରକରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବହୁ ହିନ୍ଦୁ ସମିତି ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖବର ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷା ଦାବିରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ସହର ପରିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]

ଦେଶ ବିଦେଶ ମନୋରଞ୍ଜନ

କରୀନାଙ୍କୁ ନେଇ କମେଣ୍ଟ କଲେ ପାକିସ୍ତାନୀ ଅଭିନେତ୍ରୀ, କହିଲେ-ଏବେ ସେ ମୋଟା ହୋଇଗଲେଣି

ନୂଆଦିଲ୍ଲୀ ୦୮।୦୫ : ବଲିଉଡ୍‌ର ଅଭିନେତ୍ରୀ କରୀନା ବେବୋ ନାମରେ ବେଶ ଜଣାଶୁଣା । କରୀନା କପୁର ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଫ୍ୟାନ୍ସ କେବଳ ଦେଶ ହିଁ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ କରୀନାଙ୍କୁ ନେଇ ଜଣେ ପାକିସ୍ତାନର ଅଭିନେତ୍ରୀ ବଡ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିପାଇଁ ସେ ଖୁବ୍‌ ଆଲୋଚନାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ଏହା ବର୍ତ୍ତମାନ […]