କଲେଜ ନ ଯାଇ ହୋଟେଲରେ ପ୍ରେମିକ ସହ ବିତାଉଥିଲେ ସମୟ, ହଠାତ ଚାଲିଗଲା ପ୍ରେମିକାର ଜୀବନ
ବରଗଡ଼ ୦୯।୦୫: ପ୍ରେମିକାର ସନ୍ଦେହ ଜନକ ମୃତ୍ୟୁ । କଲେଜକୁ ନଯାଇ, ହୋଟେଲକୁ ଯାଇଥିଲେ । କିଛି ସମୟ ହୋଟେଲରେ ସମୟ ବିତାରଇଲେ ପ୍ରେମିକା-ପ୍ରେମିକ । ତାପରେ ଅଚାନକ ପ୍ରେମିକାର ହୋଇଗଲା ମୃତ୍ୟୁ । ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପୋଲିସ ଆଗରେ ସତ ମାନିଛି ପ୍ରେମିକ । ବରଗଡ଼ ଗାଇସିଲେଟ୍ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ଗାଇସିଲେଟ୍ ଥାନା ଅଞ୍ଚଳରେ […]