ଅପରାଧ ରାଜ୍ୟ

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ପାପୁଲିରେ ଲେଖିଛନ୍ତି ‘ଆଇ ଲଭ ୟୁ ମଞ୍ଜୁ’…

ବରଗଡ଼ ୧୦।୦୫: ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା କାରଗାରାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ମୋହିତ ଗତ ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ କୋର୍ଟ […]

ଅପରାଧ ରାଜ୍ୟ

ଗୋଡ଼ରେ ଛନ୍ଦି ହୋଇଗଲା ଗାମୁଛା ! ପାଣିରେ ବୁଡି ଚାଲିଗଲା ସୁନେଲିଙ୍କ ଜୀବନ

ତେଲକୋଇ ୧୦।୦୫: ଗାଧୋଇବାକୁ ଯାଇ ବୁଡିଗଲେ ଛାତ୍ରୀ । ମୃତ ଛାତ୍ରୀଙ୍କ ନାମ ସୁନେଲି ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ୧୨ଟା ସମୟରେ ଜଟ ଗାଁର ମାନସ ନାୟକଙ୍କ ସାତ ବର୍ଷ ଝିଅ ସୁନେଲି ନାୟକ କିଛି ସାଙ୍ଗମାନଙ୍କ ସହ ଗାଁର ଭାଲୁବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିଛି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗ୍ୟାଲେକ୍ସି ସିନେମା ହଲ୍‌ ସିଲ୍‌, ବିନା ଲାଇସେନ୍ସରେ ଚାଲୁଥିଲା

କୋରାପୁଟ ୧୦।୦୫: ବିନା ଲାଇସେନ୍ସରେ ଚାଲୁଥିଲା ସିନେମା ହଲ୍। ସିଲ୍ କଲା ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ସେମିଳିଗୁଡା ସ୍ଥିତ ଗ୍ୟାଲେକ୍ସି ସିନେମା ହଲ୍‌କୁ ୯୪ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଖବର ଅନୁଯାୟୀ, ୨୦୧୯ ମସିହା ପରଠାରୁ ଲାଇସେନ୍ସ ନବୀକରଣ ନକରି ସିନେମା ହଲ୍ ମାଲିକ ବେଆଇନ ଭାବେ ସିନେମା ଚଲାଉଥିଲେ। ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିନେମା ହଲ୍‌ର ସମସ୍ତ ପ୍ରବେଶ […]

ଅପରାଧ ଦେଶ ବିଦେଶ

ବିବାହ କାର୍ଡ ବାଣ୍ଟୁଥିଲେ ଯୁବତୀ, ଅପହରଣ କରି ଗଣଦୁଷ୍କର୍ମ ପରେ ବିକ୍ରି କରିଦେଲେ ଦୁର୍ବୃତ୍ତ…

ନୂଆଦିଲ୍ଲୀ, ୧୦/୦୫: ବିବାହ କାର୍ଡ ବାଣ୍ଟିଲା ବେଳେ ଅପହରଣ । ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପଶୁଭଳି କଲେ ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଝାନସୀ ଜିଲ୍ଲାରେ । ଯୁବତୀଙ୍କ କହିବାନୁସାରେ, ସେ ନିଜ ବିବାହର କାର୍ଡ ବାଣ୍ଟିବା ପାଇଁ ଯାଉଥିଲେ । ତେବେ ତାଙ୍କୁ ୩ ଜଣ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ତାଙ୍କୁ ଏକ ରାଜନୈତିକ ଦଳର ନେତାଙ୍କ […]

ଅପରାଧ ରାଜ୍ୟ

ଦାମୀ କାରରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି, ୧୦/୦୫: ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପାଟପୁର ପୋଲିସ । ପୋଲିସର ପାଟ୍ରୋଲିଂ ବେଳେ ସୁମୁତପୁର ହରିଣା ରାସ୍ତାରେ ଏକ ନାଲି ରଙ୍ଗର ହୁଣ୍ଡାଇ କାରରେ ଗଂଜେଇ ଚାଲାଣ ହୋଉଥିବା ଖବର ପାଇ ପାଟପୁର ପୋଲିସ ଚଢ଼ାଉ କରିଥିଲା । କାର ଉପରେ ଚଢ଼ାଉ ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତରେ ୭୫ କେଜି ୨୫୦ ଗ୍ରାମ ଗଂଜେଇ ଜବତ […]

ଅପରାଧ ରାଜ୍ୟ

ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ଧକ୍କା ଦେଲା ବାଇକ : ଚାଲିଗଲା ଆରୋହୀଙ୍କ ଜୀବନ

ପାଟଣା ୧୦।୦୫ : ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ତେନ୍ତଳା ଗାଁର ଭରତ ନାଏକଙ୍କ ପୁଅ ଶିରିଷ ନାଏକ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ନିହୁଆଁ ଛକ ନିକଟରେ ଘଟିଛି ଦୁର୍ଘଟଣା । […]

ଖେଳ ଦେଶ ବିଦେଶ

ବୁମରାଙ୍କ ବିସ୍ଫୋରଣ ସତ୍ତ୍ବେ ମୁମ୍ବାଇ ପରାସ୍ତ

ମୁମ୍ବାଇ: ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ି ସାରିଥିବା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ସଂଘର୍ଷ ଜାରି ରହିଛି। ଯଶପ୍ରୀତ୍ ବୁମରା ସୋମବାର ଶ୍ରେଷ୍ଠ ବୋଲିଂ ଚିତ୍ର (୪-୧-୧୦-୫) ପାଇଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ କୋଲକାତା ନାଇଟ୍ ରାଇଡର୍ସ ୫୧ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି। କେକେଆର୍‌ର ୧୬୫ ରନ୍‌ ଜବାବରେ ରୋହିତ ଶର୍ମାଙ୍କ ଦଳ ମାତ୍ର ୧୧୩ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ସୋମବାରର ବିଜୟ ସହ କୋଲକାତାର କ୍ଷୀଣ ଆଶା […]

ଅପରାଧ ରାଜ୍ୟ

ସାବାଡ୍‌ ହେବେ ଅମାନିଆ ‌ଅଟୋ ଚାଳକ: ଦିନକରେ ୩୦ ଅଟୋ ଜବତ

ଭୁବନେଶ୍ବର: ଉପଯୁକ୍ତ କାଗଜପତ୍ର ନଥାଇ ଚଳାଚଳ କରୁଥିବା ୩୦ଟି ଅଟୋକୁ ଆଜି ଭୁବନେଶ୍ବର ଟ୍ରାଫିକ୍‌ ପୁଲିସ ଜବତ କରିଛି। ଆଜି ଟ୍ରାଫିକ୍‌ ଥାନା-୧ ଏବଂ ୨ ପକ୍ଷରୁ ରାଜଧାନୀର ୧୫ରୁ ଅଧିକ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବା ୩୦ଟି ଅଟୋକୁ ଜବତ କରାଯାଇଛି ବୋଲି ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି। ଅଟୋଗୁଡ଼ିକ ସମସ୍ତ କାଗଜପତ୍ର କରାଇବା ପରେ ସେମାନଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇ ଛଡ଼ାଯିବ। ଯେଉଁମାନେ କାଗଜପତ୍ର ନକରିବେ, […]

ଅପରାଧ ରାଜ୍ୟ

‌କେବେ ସରିବ ବରବାରି ପୋଖରୀ ପୁନରୁଦ୍ଧାର କାମ?

ଖଣ୍ଡଗିରି: କେବେ ସରିବ ଜାଗମରା ବରବାରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ। ୱାର୍ଡ ନମ୍ବର ୬୩ରେ ଥିବା ଏହି ପୋଖରୀର ପୁନରୁଦ୍ଧାର ପାଇଁ ୨୦୨୦ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀର ନବୀକରଣ ପାଇଁ ୧ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। କିନ୍ତୁ କାମ ଆରମ୍ଭକୁ ପାଖାପାଖି ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ସରି ପାରିନାହିଁ। ଦୀର୍ଘ ଦିନ ଧରି ପୋଖରୀର ପାଣି ପରିବର୍ତ୍ତନ କରାଯାଇ ନଥିବାରୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କମିସନରେଟ୍‌ ପୁଲିସରେ ବିଚିତ୍ର ସ୍ଥିତି: ବଢ଼ୁଛି ଅନ୍ତଃକନ୍ଦଳ, ରହୁନି ସମନ୍ବୟ

ଭୁବନେଶ୍ବର: କମିସନରେଟ୍‌ ପୁଲିସ୍‌ ବ୍ୟବସ୍ଥାରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ପଦୋନ୍ନତି ପରେ ବି ତଳ ପାହ୍ୟାର ପଦବିରେ ଅଧିକାରୀମାନେ ଗାଦି ମାଡ଼ି ବସିଛନ୍ତି। ପୁଣି କିଛି ଅଧିକାରୀ ପୁଲିସ ବ୍ୟବସ୍ଥାରେ ଏକାଧିକ ପଦବି ଜାବୁଡ଼ି ବସିଛନ୍ତି। ଆଉ କିଛି ଅଧିକାରୀ କାମ ପାଉନାହାନ୍ତି। ଏମିତି ସ୍ଥିତିରେ କମିସନରେଟ୍ ପୁଲିସ୍‌ରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାରଙ୍କର ସବୁଠାରୁ ଶୃଙ୍ଖଳିତ ବିଭାଗ କୁହାଯାଉଥିବା ପୁଲିସ ବିଭାଗରେ ଏପରି ବିଶୃଙ୍ଖଳା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଭୁବନେଶ୍ବରରେ […]