‘ବ୍ରେନ୍ ଆନିୟୁରିଜମ୍’ରେ ଆକ୍ରାନ୍ତ ହୋଇଛନ୍ତି ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍: ରିପୋର୍ଟ
ବେଜିଙ୍ଗ୍: ‘ବ୍ରେନ୍ ଆଜିୟୁରିଜମ୍’ରେ ଆକ୍ରାନ୍ତ ହେବାରୁ ୨୦୨୧ ଶେଷ ଆଡ଼କୁ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି ଦିଶିବାକୁ ଡାକ୍ତରୀ ଭାଷାରେ ‘ଆଜିୟୁରିଜମ୍’ କହନ୍ତି। ଜଣାପଡ଼ିଛି, ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ସେ ଏଥିପାଇଁ ପାରମ୍ପରିକ ଚୀନା ଔଷଧ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଔଷଧ ଖାଇଲେ ଧମନୀ ନରମ ହୋଇ ଫୁଲା କମିଯାଏ। କୋଭିଡ୍-୧୯ ବ୍ୟାପିବା […]