ନିଶବ୍ଦ ରଜନୀରେ ରଙ୍ଗିନ୍ ବାର୍
ଭୁବନେଶ୍ବର: ରାତି ୨ଟା ବାଜିସାରିଥିଲା। ସବୁଆଡ଼ ଶୂନ୍ଶାନ୍ ଥିଲା। କିନ୍ତୁ ଚନ୍ଦ୍ରଶେଖରପୁରର ସେହି ବାର୍ ସମ୍ମୁଖରେ ଚାଲିଥିଲା ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ଭିତରେ ଚାଲିଥିଲା ପିଟାପିଟି ଓ ଧସ୍ତାଧସ୍ତି। ରାସ୍ତାରେ ଗଡ଼ପଡ଼ା ହେଉଥିଲେ ଉଭୟ ଗୋଷ୍ଠୀର ଯୁବକ ଓ ଯୁବତୀ। ଉଭୟ ପକ୍ଷରୁ କିଛି ଆହତ ବି ହୋଇଥିଲେ। ପୋଷାକପତ୍ରର ଅବସ୍ଥା ନଥିଲା। କାହାର ଫାଡ଼ି ହୋଇ ଦେହରେ ଲାଗିଥିଲା ତ କାହାର ପୂରା ଦେହରୁ ବାହାରି ଯାଇଥିଲା। ବଡ଼ କଥା ହେଉଛି ପିସିଆର୍ ଭ୍ୟାନ୍ […]