ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୨୯ ଜଣଙ୍କ ପତ୍ତା ମିଳୁନି, ୨୭ ମୃତକଙ୍କ ମଧ୍ୟରୁ ୭ ଚିହ୍ନଟ
ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଏବେ ବି ୨୯ ଜଣ ନିଖୋଜ ଅଛନ୍ତି। ସେମାନଙ୍କର କିଛି ପତ୍ତା ମିଳୁନି। ୨୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟମାନଙ୍କ ଶରୀର ଅତି ମାତ୍ରାରେ ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବାପାଇଁ ଡିଏନ୍ଏ ଟେଷ୍ଟ୍ କରାଯିବ। ପ୍ରାୟ ୧୨ରୁ ଅଧିକ ଲୋକ ଗୁରୁତର ଆହତ ଅବସ୍ଥାରେ ଦିଲ୍ଲୀର ସଂଜୟ ଗାନ୍ଧି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ […]