ଚର୍ଚ୍ଚାରେ ଗୋପାଳ ପିନ୍ଧିଥିବା ଟି-ସାର୍ଟ, ହତ୍ୟାକାଣ୍ଡ କାରଣ କହୁଛି କି ‘ମେଗା ଡେଥ୍’?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଝାରସୁଗୁଡ଼ା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଛି। କିନ୍ତୁ ହତ୍ୟା ପଛର କାରଣ ଏବେ ବି ଅସମାହିତ ହୋଇ ରହିଯାଇଛି। ଏହାରି ଭିତରେ ନାର୍କୋ ଟେଷ୍ଟରୁ ଫେରିବା ସମୟରେ ଗୋପାଳ ପିନ୍ଧିଥିବା ଟି-ସାର୍ଟ […]









