ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ କରୋନା, ଦାୟିତ୍ୱ ତୁଲାଇବେ ଉପରାଷ୍ଟ୍ରପତି

ଜୋହାନ୍ସବର୍ଗ ୧୩/୧୨: କୋଭିଡ-19, ନୂଆ ଭାରିଆଣ୍ଟ ଓମିକ୍ରନର ପାଇଁ ସାରା ବିଶ୍ୱରେ ହାହାକାର ପରିସ୍ଥିତି । ଅତିକମରେ ୫୯ ଟି ଦେଶରେ ଏହି ଭାରିଆଣ୍ଟର ମାମଲା ରିପୋର୍ଟ କରାଯାଇଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରବିବାର ଦିନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା । ଏବେ ସେ ସଂଗରୋଧରେ ରହି ନିଜର ଚିକିତ୍ସା କରୁଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ […]

ଦେଶ ବିଦେଶ ମନୋରଞ୍ଜନ

Live Concert ରେ ଯୁବତୀଙ୍କ ସହ ଖରାପ ବ୍ୟବହାର ଦେଖି ରାଗିଗଲେ ଅତିଫ ଅସଲମ, ମଝିରୁ ଛାଡିଲେ ଶୋ’

ନୂଆଦିଲ୍ଲୀ ୧୩/୧୨: ପାକିସ୍ତାନୀ ଗାୟକ ଅତିଫ ଅସଲମ ସାରା ଦୁନିଆରେ ପ୍ରସିଦ୍ଧ। ଲୋକ ତାଙ୍କ ସ୍ୱରର ଦିୱାନା। ବର୍ତ୍ତମାନ ଅତିଫଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖି ଆପଣ ବି ତାଙ୍କୁ ସଲାମ କରିବାକୁ ବାଧ୍ୟ ହେବେ। ସୂଚନା ଅନୁଯାୟୀ, ଶନିବାର ରାତିରେ ଅତିଫ କରାଚି ଇଟ୍ ୨୦୧୭ ରେ ପରଫର୍ମାନ୍ସ କରୁଥିଲେ। ଏହି ଇଭେଣ୍ଟ ପ୍ରତିବର୍ଷ କରାଚିରେ ହୁଏ। ରାତି ପ୍ରାୟ ଗୋଟାଏ ସମୟରେ ପରଫର୍ମାନ୍ସ ପାଇଁ ଅତିଫ ଷ୍ଟେଜରେ ପହଞ୍ଚିଥିଲେ। […]

ଖେଳ ଦେଶ ବିଦେଶ

ସେଞ୍ଚୁରିଆନ ଟେଷ୍ଟରେ ଇତିହାସ ରଚିବେ କୋହଲି ! ଦକ୍ଷିଣ ଆଫ୍ରିକା ହାରିଲେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ହାସଲ କରିବେ ଏହି ରେକର୍ଡ…

ନୂଆଦିଲ୍ଲୀ,୧୩/୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ ଜିତିବା ପରେ ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ୍ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ । ଟି୨୦ ସିରିଜ ପରେ ଖେଳାଯିବ । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୬ରୁ ସେଞ୍ଚୁରିଆନରେ ଖେଳାଯିବ । ଏହି ମ୍ୟାଚ୍ ଜିତିଲେ ବିରାଟ କୋହଲି ଏକ ଐତିହାସିଲ ରେକର୍ଡ ପ୍ରତିଷ୍ଠା କରିବେ । ଏହି ଟେଷ୍ଟ୍ […]

ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କ ପାଇଁ ଶୁଭ ସଂଖ୍ୟା ‘୧୩’, ରହିଛି ଏମିତି ସମ୍ପର୍କ : ହାସଲ କରିଛନ୍ତି ବଡ ରେକର୍ଡ

ନୂଆଦିଲ୍ଲୀ,୧୩/୧୨: ୧୩ ନମ୍ବର ଅନେକଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ । ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମାଙ୍କ ପାଇଁ ଭାଗ୍ୟବାନ ହେଉଛି ନମ୍ବର ୧୩ । ଡିସେମ୍ବର ୧୩ ତାରିଖରେ ରୋହିତ ଓ ପ୍ରଶଂସକଙ୍କ ପାଇଁ ସବୁ ଦିନ ମନେ ରହିବ । ଆଜିର ଦିନରେ ୨୦୧୭ରେ ହିଟମ୍ୟାନ୍ କ୍ୟାରିଅରର ତୃତୀୟ ଦ୍ୱିଶତକ ହାସଲ କରିଥିଲେ । ଡିସେମ୍ବର ୧୩, ୨୦୧୭ ମସିହା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ […]

ରାଜ୍ୟ ସ୍ୱାସ୍ଥ୍ୟ

ପଡ଼ୋଶୀ ରାଜ୍ୟରେ ପ୍ରଥମ ଓମ୍ରିକନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାବାସୀଙ୍କୁ ସତର୍କ ଘଣ୍ଟି

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ମଧ୍ୟ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟର ଶିକାର ହୋଇ ନାହାନ୍ତି। କିନ୍ତୁ ପଡୋଶୀ ଆନ୍ଧ୍ରପ୍ରଦେଶରେ ଜଣେ ଯୁବକ ପ୍ରଥମ ଥର ପାଇଁ ଚିହ୍ନଟ ହେବା ପରେ ଆମ ପାଇଁ ସତର୍କ ଘଣ୍ଟି ବାଜିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଆନ୍ଧ୍ରରେ ଜଣେ ଯୁବକ ଓମିକ୍ରନ୍‌ ପଜିଟିଭ୍‌ […]

କଳା ଓ ସଂସ୍କୃତି ଦେଶ ବିଦେଶ

ଜିନ୍ସରେ କାହିଁକି ରହିଥାଏ ଗୋଟିଏ ଛୋଟ ପକେଟ ? ରହିଛି ବହୁ ପୁରୁଣା ଇତିହାସ

ନୂଆଦିଲ୍ଲୀ ୧୧/୧୨ : ଦୁନିଆକୁ ଜିନ୍ସ ଆମେରିକା ଆଣିଛି। ଜିନ୍ସ ଆମେରିକାରୁ ଆରମ୍ଭ ହୋଇ ଦୁନିଆର କୋଣ ଅନୁକୋଣରେ ପହଞ୍ଚିଛି। ଜିନ୍ସ ଆଜିକା ସମୟର ଫ୍ୟାଶନ ଷ୍ଟେଟମେଣ୍ଟ। ଆଜିର ଏହି ଟ୍ରେଣ୍ଡ ଜିନ୍ସ ଅସଲରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା। ଶ୍ରମିକଙ୍କ ପୋଷାକ ଅଧିକ ମଇଳା ହେବନି ଏବଂ ବାରମ୍ବାର ତାକୁ ସଫା କରିବାକୁ ପଡ଼ିବନି ବୋଲି ଜିନ୍ସ ତିଆରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତେ ଜିନ୍ସ ପିନ୍ଧୁଛନ୍ତି। ପୁରୁଷ ହେଉ କି ମହିଳା ସମସ୍ତଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କେବଳ ରାତିରେ ଦେଖାଯିବ ଓମିକ୍ରନର ନୂଆ ଲକ୍ଷଣ, ଡାକ୍ତର ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱର ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାଇରାଲ ସଂକ୍ରମଣର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହାର ଗମ୍ଭୀରତା । ଏହା ପୂର୍ବରୁ ଡେଲଟା ଭାରିଆଣ୍ଟ ଅନେକ ଦେଶରେ ହଇଚଇ ସୃଷ୍ଟି କରିଥିଲା । ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରମଣ କରୁଥିଲା । ଏଥିରେ ରୋଗୀମାନଙ୍କୁ ଉଭୟ ହାଲୁକା ଓ ଗମ୍ଭୀର ଲକ୍ଷଣ ଅନୁଭବ ହେଉଥିଲା । ଅଧିକ ଜ୍ୱର, ଲଗାତାର କାଶ ହେବା, ଛାତି ଯନ୍ତ୍ରଣା, […]

ଦେଶ ବିଦେଶ ମନୋରଞ୍ଜନ

ନୋରାଙ୍କୁ ଡେଟ୍ କରୁଛନ୍ତି ଗୁରୁ ରନ୍ଧାୱା! ଗୋଆ ବିଚରେ ମସ୍ତି କରୁଥିବା ବେଳେ କ୍ୟାମେରାରେ କଏଦ୍ ହେଲା ଫଟୋ

ନୂଆଦିଲ୍ଲୀ: ବଲିଉଡ୍ ଇଣ୍ଡଷ୍ଟ୍ରୀର ସୁପର୍ ଡ୍ୟାନ୍ସର୍ ନୋରା ଫତେହୀ ଓ ଦିଗ୍ଗଜ ଗାୟକ ଗୁରୁ ରନ୍ଧାୱାଙ୍କୁ ଗୋଆ ବିଚ୍ ରେ ଏକାସାଙ୍ଗରେ ଦେଖିବାକୁ ମିଳିଛି । ଦୁହେଁ ସର୍ଟସ୍ ରେ ନଜର ଆସିଛନ୍ତି । ସୋସିଆଲ୍ ମିଡିଆରେ ନୋରା ଓ ଗୁରୁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ସେମାନଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ, ଦୁହେଁ ହୁଦିଁଙ୍କୁ ଡେଟ୍ କରୁନାହାନ୍ତି ତ? ଦୁହେଁ ବିଚ୍ ରେ ଖୁବ୍ ହସମଜାକ୍ କରୁଥିବା ଦେଖିବାକୁ ମିଳିଛି । […]

ଖେଳ ରାଜ୍ୟ

ସର୍ବଭାରତୀୟ ପୁଲିସ୍‌ ହକି: ରଶ୍ମିତାଙ୍କ ହ୍ୟାଟ୍ରିକ୍‌; ଓଡ଼ିଶା ମହିଳାଙ୍କୁ କା˚ସ୍ୟ

କଟକ: ବେଙ୍ଗାଲୁରୁରେ ଶେଷ ହୋଇଥିବା ସର୍ବଭାରତୀୟ ପୁଲିସ୍‌ ହକି ପ୍ରତିଯୋଗିତାରେ ରଶ୍ମିତା ମିଞ୍ଜ୍‌ଙ୍କ ହ୍ୟାଟ୍ରିକ୍ ବଳରେ ଓଡ଼ିଶା ମହିଳା ଦଳ କା˚ସ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ଓଡ଼ିଶା ଦଳ ୬-୦ ଗୋଲ୍‌ରେ ମହାରାଷ୍ଟ୍ର ପୁଲିସ୍‌କୁ ହରାଇଥିଲା। ରଶ୍ମିତା ମିଞ୍ଜ ୪ ଓ ଏଲିନ୍‌ ଲାକ୍ରା ୨ ଗୋଲ୍‌ ଦେଇ ଓଡ଼ିଶାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ରଶ୍ମିତା ମିଞ୍ଜ୍‌ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ […]

କଳା ଓ ସଂସ୍କୃତି ରାଜ୍ୟ

ନୂଆବର୍ଷରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ : ନୂଆବର୍ଷରେ ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ପୂର୍ବଭଳି ପ୍ରତି ରବିବାର ବି ଦର୍ଶନ ବନ୍ଦ ରହିବ। ଏଣୁ ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ(ରବିବାର), ଏଭଳି ତିନିଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ‘ଓମିକ୍ରନ୍‌’ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହେଉଛି। ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ନୀତି […]