ଖେଳ ଦେଶ ବିଦେଶ

ବ୍ୟାଡ୍‌ମିଣ୍ଟନ ବିଶ୍ବ ଚାମ୍ପିଅନ୍‌ସିପ୍‌ କ୍ବାର୍ଟରରେ ସିନ୍ଧୁ, ଶ୍ରୀକାନ୍ତ

ହୁଏଲ୍‌ଭା (ସ୍ପେନ୍‌): ଗତଥରର ବିଜୟିନୀ ପିଭି ସିନ୍ଧୁ ଏବଂ ବିଶ୍ବ ମାନ୍ୟତାର ପୂର୍ବତନ ଏକନମ୍ବର କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ସିନ୍ଧୁ ଗୁରୁବାର ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ଥାଇଲାଣ୍ଡର ପୋର୍ନପୱି ଚୋଚୁୱଙ୍ଗ୍‌ଙ୍କୁ ପରାସ୍ତ କରି ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇଛନ୍ତି। ବିଶ୍ବ ମାନ୍ୟତାର ସପ୍ତମ ସିନ୍ଧୁ ଦଶମ ମାନ୍ୟତା ପୋର୍ନପୱିଙ୍କୁ ୪୮ ମିନିଟ୍‌ ମୁକାବିଲାରେ ୨୧-୧୪ ଓ ୨୧-୧୮ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଆଉ ୧୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ନୂଆ ସଂକ୍ରମିତଙ୍କ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଦେଶରେ ଏହି ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ପଛକୁ ଅଛି ରାଜସ୍ଥାନ । ରାଜସ୍ଥାନରେ ୧୭ଟି ଓମିକ୍ରନ ମାମଲା ଠାବ ହୋଇଛି । କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୬ ଏବଂ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରରେ ଲାଭ-କ୍ଷତି ଲାଗି ରହିବ। ଜୀବନସାଥୀଙ୍କୁ ମନ କଥା ଜଣାନ୍ତୁ। ନ ଭାବିଚିନ୍ତି କାହାରିକୁ ପଇସା ଧାର ଦିଅନ୍ତୁ ନାହିଁ। ବୃଷ: ଆପଣଙ୍କୁ ନୂଆ ସଫଳତା ହାସଲ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଆପଣ ଭଲ କାମ ପାଇଁ ସମ୍ମାନିତ ହେବେ। ମିଥୁନ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବେ। ଜମି କିଣିଲେ ଲାଭ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। କର୍କଟ: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ଲେଖକ […]

ଦେଶ ବିଦେଶ ମନୋରଞ୍ଜନ

ବର୍ଲିନର ୭୨ତମ ଫିଲ୍ମ ଫେଷ୍ଟିଭାଲରେ ରିଲିଜ୍ ହେବ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ର ୱାର୍ଲଡ ପ୍ରିମିୟର

ନୂଆଦିଲ୍ଳୀ ୧୭।୧୨ : ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ୭୨ତମ ବର୍ଲିନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହାର ବିଶ୍ୱ ପ୍ରିମିୟର ଭାବେ ରିଲିଜ୍‌ ହେବ । ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀରେ ସିନେମା ଘରେ ମୁକ୍ତିଲାଭ କରିବ। ଗାଙ୍ଗୁବାଇ କାଠିଆୱାଡି ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟଙ୍କୁ ଅଭିନୟ କରିଥିବାବେଳେ ଅଜୟ ଦେବଗନ୍ ମଧ୍ୟ ନଜର ଆସିବେ । ଗାଙ୍ଗୁବାଇକୁ କାଠିଆୱାଡି ଫେଷ୍ଟିଭାଲ୍ ସ୍ପେସିଆଲ୍ ଭାବରେ ପ୍ରଦର୍ଶିତ କରାଯିବ । ଚଳିତ ବର୍ଷ ଏହିପରି […]

ମନୋରଞ୍ଜନ ରାଜ୍ୟ

ଭାଇ ଭଉଣୀଙ୍କ ତ୍ୟାଗର କାହାଣୀ ‘ଓମ୍ ସ୍ୱାହା’

ସିଆର୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ୍‌ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ଏଥି ସହିତ ସିଆର ଏଣ୍ଟର୍‌ଟେନ୍‌ମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦେଶକ ଦିଲ୍ଲୀପ ପଣ୍ଡା, […]

ଖେଳ ଦେଶ ବିଦେଶ

ଏସୀୟ ଚାମ୍ପିଅନ୍ସ ଟ୍ରଫି: ଭାରତର ବଡ଼ ବିଜୟ

ଢାକା: ଅଲିମ୍ପିକ୍‌ କାଂସ୍ୟ ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ବୁଧବାର ବଡ଼ ବିଜୟ ହାସଲ କରିଛି। କୋରିଆ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍‌କୁ ୨-୨ରେ ଅମୀମାଂସିତ ରଖିଥିବା ଭାରତ ବୁଧବାର ୯-୦ ଗୋଲ୍‌ରେ ଆୟୋଜକ ବାଂଲାଦେଶକୁ ମାତ୍‌ ଦେଇଛି। ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଜରିଆରେ ଦିଲପ୍ରୀତ ସିଂହ ଭାରତକୁ ପ୍ରଥମ କ୍ବାର୍ଟରରେ ୧-୦ରେ ଅଗ୍ରଣୀ ଦେଇଥିଲେ। ୨୨ତମ ମିନିଟ୍‌ରେ ପୁଣି ଏକ ଫିଲ୍ଡ ଗୋଲ୍‌ ଦେଇ ଦିଲ୍‌ପ୍ରୀତ ଦେଇ ସ୍ଥିତି ୨-୦ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଜାନୁଆରିରୁ ଓମିକ୍ରନ୍‌ ସଂକ୍ରମଣ ବଢ଼ିବ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରି-ଫେବ୍ରୁଆରିରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବ। ଡେଲ୍‌ଟା ସଂକ୍ରମଣ ଯେଉଁ ଗତିରେ ମାଡ଼ୁଥିଲା ଓମିକ୍ରନ୍‌ ତାହାକୁ ଟପିଯିବ। ତେବେ ସଂକ୍ରମଣ ସ୍ବାଭାବିକ ରହିବ ଏବଂ କୌଣସି ଗୁରୁତର ସ୍ଥିତି ଆଣିବ ନାହିଁ ବୋଲି କୁହାଯାଉଛି। କେତେକ ଗାଣିତିକ ମଡେଲ ଅଧ୍ୟୟନ ଦ୍ବାରା ଏହି ଆକଳନ କରାଯାଇଛି। ଓମିକ୍ରନ କୌଣସି ବଡ଼ ବିପର୍ଯ୍ୟୟ ଘଟାଇବା ଆଶଙ୍କ ନଥିବାରୁ ଏଥିପାଇଁ ଭୟ କରିବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀଜୀଉଙ୍କ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ପୁରୀ: ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି। ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରୋଟକଲ ଅଫିସର ଗୋପିନାଥ ମିଶ୍ର, ସିଟି ଡିଏସପି ଜନାର୍ଦ୍ଦନ ପାଢୀ ପ୍ରମୁଖ ସାମିଲ ଥିଲେ । ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ କୁମାର ଓ ତାଙ୍କ ଟିମ୍ ତିନିଦିନିଆ […]

ଖେଳ ଦେଶ ବିଦେଶ

‘ମୋତେ କାହିଁକି ବାହାର କରାଗଲା ତାହା ମୁଁ ବୁଝିଛି’ : ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କ ୧୦ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ 16/12/2021 a

ନୂଆଦିଲ୍ଲୀ ୧୬/୧୨: ବିରାଚ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କଣ ଚାଲିଛି ? ଦୁଇ ବରିଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପଡୁନି କି ? ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ରନ୍ ମେସିନ୍ ବିରାଟ କୋହଲି । ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହାସହ ଲାଗି ରହିଥିବା ବିବାଦ ଭିତରେ ନିଜର ମୁହଁ ଖୋଲିଛନ୍ତି ବିରାଟ । ଓଡିଆଇ ଏବଂ ଟି-୨୦ ଦଳର […]

ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ ଚାଇନାରେ ହେବ ରିଲିଜ୍ , ନୂଆ ବର୍ଷରେ କରିବ ପୁଣି ରେକର୍ଡ…

ନୂଆଦିଲ୍ଳୀ ୧୬।୧୨ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଚାଇନାରେ ରିଲିଜ ହେବାକୁ ଯାଉଛି । ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ଆସନ୍ତା ଜାନୁୟାରୀ ୭ ତାରିଖରୁ ଚାଇନା ଥିଏଟରରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ। “ଦେଶରେ ଲୋକଙ୍କ ହୃଦୟରେ ଏବଂ ବକ୍ସ ଅଫିସରେ ବାଜି ମାରିଥିବା ଫିଲ୍ମ ‘ଛିଛୋରେ’ ଚାଇନାର ପ୍ରାୟ ୧୧ ହଜାର ସ୍କ୍ରିନରେ ରିଲିଜ ହେବ” ବୋଲି ଆଦର୍ଶ […]