ୟୁକ୍ରେନ୍ରେ ୪୦୦ ହସ୍ପିଟାଲ୍ ଧ୍ୱଂସ ହେଲାଣି
କିବ୍ : ରୁଷ୍ ଯୁଦ୍ଧ ଯୋଗୁଁ ୟୁକ୍ରେନ୍ରେ ୪୦୦ ହସ୍ପିଟାଲ୍ ଏବଂ ସ୍ବାସ୍ଥ୍ୟସେବା କେନ୍ଦ୍ର ଧ୍ବଂସ ହୋଇଛି। ଏଥିରୁ ରାଜଧାନୀ କିବ୍ ନିକଟବର୍ତ୍ତୀ ଅଞ୍ଚଳ ମଧ୍ୟ ବାଦ୍ ପଡ଼ିନି। ଖାରକିଭ୍, ମାରିୟୁପୋଲ୍, ମାଇକୋଲେବ୍ ଆଦି ଅଞ୍ଚଳରେ ସ୍ବାସ୍ଥ୍ୟସେବା ବୋଲି ଆଉ କିଛିନାହିଁ। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଗତ ରାତିରେ ୟୁକ୍ରେନ୍ ନାଗରିକଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ୍ରେ ସ୍ବାସ୍ଥ୍ୟ ସେବା ବ୍ୟସ୍ଥା ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ସାଧାରଣ ଚିକିତ୍ସା ବି […]