୧୬ଟି ବାଇକ୍ ଜବତ କଲା ପୋଲିସ, ଚୋରି ଗାଡ଼ି ଫେରିପାଇଲେ ମାଲିକ
ଭଦ୍ରକ ୦୯।୦୫ : ପୋଲିସ୍ କବ୍ଜାରେ ବାଇକ୍ ଲୁଟେରା ଗ୍ୟାଙ୍ଗ । ଜବତ ହେଲା ୧୬ଟି ବାଇକ । ଜବତ ହୋଇଥିବା ଚୋରି ବାଇକକୁ ମାଲିକଙ୍କୁ ଫେରାଇଛି ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଭଦ୍ରକାଳୀଙ୍କ ଘୋଡ଼ା ମେଳଣ ବେଳେ ବାଇକ ଚୋରି ହୋଇଥିଲା । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହିକ୍ରମରେ ଭଦ୍ରକ ପୋଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କ ଗିରଫ କରିଛି । ଏହାସହ […]