ବ୍ଲକ ଆକାଉଟାଣ୍ଟ ମ୍ୟାନେଜରଙ୍କ ବଦଳିକୁ ବିରୋଧ, ଆଶାକର୍ମୀ ଧାରଣା
ସାଲେପୁର ୨୩।୦୫ : ବ୍ଲକ ଆକାଉଟାଣ୍ଟ ମ୍ୟାନେଜରଙ୍କ ବଦଳିକୁ ଖାରଜ ପ୍ରତିବାଦରେ ଆଶାକର୍ମୀଙ୍କ ଧାରଣା। କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ବ୍ଲକ ଆକାଉଟାଣ୍ଟ ମ୍ୟାନେଜର ବିପିନ କୁମାର ଜେନାଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ଶତାଧିକ ଆଶାକର୍ମୀ ମେଡିକାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କୌଣସି କାରଣ ନଥାଇ ଏପରିକି ତାଙ୍କର ଏଠାରେ ରହିବାର କାର୍ଯ୍ୟକାଳ ନପୁରଣୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ […]