ଚମ୍ପଟ ମାରିଲା ଲମ୍ପଟ ସ୍ତ୍ରୀ; ସ୍ବାମୀକୁ ଠକି ଘରୁ ଟଙ୍କା ନେଇ ଫେରାର୍ ହେଲା ମାଟ୍ରିମୋନିଆଲ୍ରୁ ମିଳିଥିବା ସୁନ୍ଦରୀ ପତ୍ନୀ
ଫରିଦାବାଦ୍: ମାଟ୍ରିମୋନିଆଲ୍ ବିବାହ ଯେତିକି ଭଲ, ସେତିକି ଖରାପ ମଧ୍ୟ। କାହାକୁ ଏହି ମାଟ୍ରିମୋନଆଲ୍ ସାଇଟ୍ଗୁଡ଼ିକରେ ଉତ୍ତମ ଜୀବନସାଥୀ ମିଳିଥାନ୍ତି ତ କାହାର କପାଳ ଫୁଟିଯାଏ। ୨ ବର୍ଷ ତଳେ ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ବିବାହ କରିଥିବା ଜଣେ ପୁରୁଷ ଏବେ ତା’ର କୁପ୍ରଭାବ ଭୋଗୁଛନ୍ତି। ଘଟଣାଟି ହେଉଛି ହରିଆଣାର ଫରିଦାବାଦ୍ର। ଜାଣିବାକୁ ମିଳିଛି ଯେ ଫରିଦାବାଦ୍ର ଅଜୟ କୁମାର ୨୦୨୦ ମସିହାରେ ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଜଣେ ଯୁବତୀଙ୍କୁ ବିବାହ କଲେ। ମାତ୍ର ଦୁଃଖର କଥା […]