ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି ଶୁଆ: ୫ ଶୁଆ ଉଦ୍ଧାର କଲା ବନ ବିଭାଗ
ଦଶରଥପୁର: ମଂଗଳପୁର ଥାନା ଅର୍ନ୍ତଗତ ଦଶରଥପୁର କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ କରି ବନ ବିଭାଗ ପକ୍ଷରୁ ୫ ଶୁଆକୁ ଉଦ୍ଧାର କରାଯାଇଥିବାବେଳେ ଶୁଆଧରାଳିମାନେ ଫେରାର ହୋଇଯାଇଥିଲେ । ପ୍ରକାଶଥାଉକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ତେଲ ସର୍ଭେ (ଅଏଲ ଇଣ୍ଡିଆ)କରୁଥିବା ଲୋକମାନେ ଦୀର୍ଘ ଦିନ ହେବ ଦଶରଥପୁର ଅଂଚଳରୁ ଶୁଆ ଧରି ରାଜ୍ୟ ବାହାରକୁ ଚୋରା ଚାଲାଣ କରିଆସୁଛନ୍ତି । କଲିକତାସ୍ଥ […]