ଥମୁନି ଦାଦନ ଦୁଃଖ, ମୁକ୍ତି ପାଇଁ ଗୁହାରି; ତେଲେଙ୍ଗାନାରେ ଅକଥନୀୟ ନିର୍ଯାତନା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦାଦନ ଚାଲାଣ ହେବା ଦିନଠୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ସାମ୍ନାକୁ ଆସୁଛି। କେତେବେଳେ ଦାଦନ ଶବ ହୋଇ ଫେରୁଛି, ତ କେତେବେଳେ ମାଲିକର ନିର୍ଯାତନାର ଖବର ସୁଦୂର ଇଲାକାରୁ ଆସୁଛି। ଇତିମଧ୍ୟରେ ତେଲେଙ୍ଗାନାର ପାଏଦାପାଲି ଅଞ୍ଚଳର ଇଟାଭାଟିରେ ଜିଲ୍ଲାର ଦାଦନମାନେ ଫସି ରହିଥିବା ଖବର ଆସୁଛି। ସେମାନଙ୍କୁ ସେଠାରେ ମାଡ୍ପିଟ୍ କରାଯାଉଥିବା ପରିବାରବର୍ଗ ଖବରପାଇ ମୁକ୍ତି ପାଇଁ ଗୁହାରି କରିଛନ୍ତି। ସୂଚନା ମୁତାବକ, ଗତ ବର୍ଷ ଅକ୍ଟୋବରରେ ଉଡ଼ିଆପାଲିର ଧୁବଲେ […]









