ଭଞ୍ଜନଗର ବିଧାନସଭା: ମେଣ୍ଟ ଉତ୍କଣ୍ଠା ସତ୍ତ୍ବେ ଅଟକିନି ୩ ଦଳର ପ୍ରସ୍ତୁତି
ଭଞ୍ଜନଗର: ରାଜ୍ୟ ରାଜନୀତିରେ ଗୁରୁତ୍ବ ବହନ କରି ଆସିଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ସଂପ୍ରତି ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି। ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଏଯାବତ୍ ଉତ୍କଣ୍ଠା ଜାରି ରହିଥିଲେ ହେଁ, ଏଠାରେ କିନ୍ତୁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ନିର୍ବାଚନ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଆଶାୟୀମାନେ ଶିବିରରେ ସ୍ବାଭାବିକ ଭାବେ ରଣକୌଶଳ ପ୍ରସ୍ତୁତିକୁ ଜୋର୍ଦାର୍ କରିସାରିଲେଣି। ଦିନ ଥିଲା, ଏହି […]









