ରୁଷିଆରେ ନିର୍ବାଚନ ସମୟରେ ୟୁକ୍ରେନ ଆକ୍ରମଣ, ସୀମାନ୍ତ ସହରରେ ଗୁଳି ବିନିମୟ, ବିଶୋଧନାଗାରରେ ଅଗ୍ନିକାଣ୍ଡ
ମସ୍କୋ: ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶନିବାର ଦ୍ୱିତୀୟ ଦିନ ଜାରି ରହିଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରମୁଖ ପ୍ରାର୍ଥୀ ଅଟନ୍ତି ଏବଂ ପଞ୍ଚମ ଥର ଛଅ ବର୍ଷ କାର୍ଯ୍ୟକାଳ ପାଇଁ ପୁନଃ-ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି।ଯଦିଓ ସ୍ୱର୍ଗତ ବିରୋଧୀଦଳର ନେତା ଆଲେକ୍ସି ନାଭଲନିଙ୍କ ସମର୍ଥକମାନେ ପୁଟିନଙ୍କୁ […]









