ଗଭୀରଜଳରେ ସମସ୍ୟାର ସମାଧାନ କରିବ ରୋବଟ୍: ଏନ୍ଆଇଟି ଷ୍ଟାର୍ଟଅପ୍ ‘କୋରାସିଆ ଟୋକ୍ନୋଲୋଜି’ର କୃତିତ୍ବ
ରାଉରକେଲା: ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍ଆଇଟିର ଷ୍ଟାର୍ଟ୍ଅପ୍ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ ରୋବଟ୍ ତିଆରି କରିଛି। ଯାହା ବିଭିନ୍ନ ଡ୍ୟାମ୍, ପାଇପ୍ଲାଇନ୍, ବନ୍ଦର ଆଦିର ସମସ୍ୟାକୁ ଦୂରକରିବା ସହ ଭାରତୀୟ ନୌସେନା ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି। ଏହି ଷ୍ଟାର୍ଟଅପ୍ ଏବେ ସୋନିଟିଭିର ବହୁ ଚର୍ଚ୍ଚିତ […]









