ମୁକ୍ତା ଯୋଜନାରେ ଦୁର୍ନୀତି: ମୁକୁଳା ଡ୍ରେନ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ମୁକ୍ତା ଯୋଜନାରେ ରାଜ୍ୟ ସରକାର ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଶହ ଶହ କୋଟିର କାମ କରୁଛନ୍ତି। ହେଲେ ବିନା ଟେଣ୍ଡରରେ ମନଇଚ୍ଛା କାମ ବଣ୍ଟା ଯାଉଛି। ଯେଉଁ ଏସ୍ଏଚ୍ଜି ବିଜେଡିକୁ ସହଯୋଗ କରୁଛନ୍ତି ସେମାନଙ୍କୁ କାମ ଦିଆଯାଉଛି। […]









