୩ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଚାଳକ ଜୀବନ୍ତ ଦଗ୍ଧ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଝାରସୁଗୁଡ଼ା : ଯାଜପୁର ଜିଲ୍ଲା ଧର୍ମଶାଳାରେ ଟ୍ରକ-ଟେଲର ଧକ୍କା ହୋଇ ଚାଳକ ଜୀବନ୍ତ ଜଳିଯିବା ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ବୁଧବାର ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ୩ଟି ଟ୍ରକ୍ ମୁହାଁମୁହିଁ […]









