ପୁରୁଣା ନା ନୂଆ: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?
ବେଙ୍ଗାଲୁରୁ : କର୍ଣ୍ଣାଟକର ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବ। ୧୩ ତାରିଖରେ ଫଳ ଘୋଷଣା ହେବ। ନିର୍ବାଚନ ପ୍ରଚାର ଆସନ୍ତାକାଲି ଶେଷ ହେଉଥିବାରୁ ଏଥିପାଇଁ ବିଜେପି, କଂଗ୍ରେସ ସମେତ ଜେଡିଏସ୍ର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି। କର୍ଣ୍ଣାଟକରେ ଗତ ୩୮ ବର୍ଷ ହେଲା ରହିଥିବା ଶାସନ ପରିବର୍ତ୍ତନ ପରମ୍ପରାକୁ ବଦଳାଇ ପୁନର୍ବାର କ୍ଷମତା ଅକ୍ତିଆର ପାଇଁ ବିଜେପି ଯଥାସମ୍ଭବ ଚେଷ୍ଟା ଚଳାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି […]









